ସୁଲତାନ ଜୋହର କପ ପାଇଁ ୧୮ଜଣିଆ ଭାରତୀୟ ଦଳ ଘୋଷଣା: ଉଦଘାଟନୀ ମ୍ୟାଚରେ ଜାପାନ ସହ ମୁକାବିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁଲତାନ ଜୋହର କପ ପାଇଁ ଭାରତୀୟ ଜୁନିୟର ହକି ଦଳ ଘୋଷଣା କରାଯାଇଛି। ବିବେକ ସାଗର ପ୍ରସାଦଙ୍କୁ  ଦଳର ଅଧିନାୟକ ଘୋଷଣା କରାଯାଇଛି। ପ୍ରତାପ ଲାକ୍ରା ଉପ ଅଧିନାୟକ ରହିବେ। ଅକ୍ଟୋବର ୨୨ରୁ ମାଲେସିଆରେ ସୁଲତାନ ଜୋହର କପ୍ ଆରମ୍ଭ ହେବ।  ଭାରତ ପ୍ରଥମ ମ୍ୟାଚରେ ଜାପାନକୁ ଭେଟିବ।  ଟୁର୍ଣ୍ଣାମେଣ୍ଟରେ ମାଲେସିଆ, ଆମେରିକା ଓ ଅଷ୍ଟ୍ରେଲିଆ ଓ ବ୍ରିଟେନ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର ଟିମ୍  ସେମ୍ବେର ୧୧ରୁ  […]

hockey_6093 (1)

Rakesh Mallick
  • Published: Saturday, 14 October 2017
  • , Updated: 14 October 2017, 05:11 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୁଲତାନ ଜୋହର କପ ପାଇଁ ଭାରତୀୟ ଜୁନିୟର ହକି ଦଳ ଘୋଷଣା କରାଯାଇଛି। ବିବେକ ସାଗର ପ୍ରସାଦଙ୍କୁ  ଦଳର ଅଧିନାୟକ ଘୋଷଣା କରାଯାଇଛି। ପ୍ରତାପ ଲାକ୍ରା ଉପ ଅଧିନାୟକ ରହିବେ। ଅକ୍ଟୋବର ୨୨ରୁ ମାଲେସିଆରେ ସୁଲତାନ ଜୋହର କପ୍ ଆରମ୍ଭ ହେବ।  ଭାରତ ପ୍ରଥମ ମ୍ୟାଚରେ ଜାପାନକୁ ଭେଟିବ।  ଟୁର୍ଣ୍ଣାମେଣ୍ଟରେ ମାଲେସିଆ, ଆମେରିକା ଓ ଅଷ୍ଟ୍ରେଲିଆ ଓ ବ୍ରିଟେନ ଅଂଶଗ୍ରହଣ କରିବେ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଜୁନିୟର ଟିମ୍  ସେମ୍ବେର ୧୧ରୁ  ଲକ୍ଷୌର ସାଇ ଟ୍ରେନିଂ ସେଣ୍ଟରରେ ତାଲିମ ନେଉଛନ୍ତି।   ଭାରତୀୟ ଦଳ ଗତ ବର୍ଷ ହୋଇଥିବା ସୁଲତାନ ଜୋହର କପରେ ଅଂଶ ଗ୍ରହଣ କରି ନଥିଲା।  ୨୦୧୫ରେହୋଇଥିବା ଟୁର୍ଣ୍ଣାମେଣ୍ଟରେ ଭାରତ ଫାଇନାଲରେ ବ୍ରିଟେନଠାରୁ ହାରି ରନର୍ସଅପ୍ ହୋଇଥିଲା  ତେଣୁ ଚଳିତବର୍ଷ ଭଲ ପ୍ରଦର୍ଶନ କରି ଟାଇଟଲ ହାସଲ କରିବାକୁ ଦଳ ଲକ୍ଷ୍ୟ ରଖିଛି ବୋଲି କୋଚ୍ ଜୁଡେ ଫେଲିକ୍ସ କହିଛନ୍ତି।

Related story