ଦକ୍ଷିଣ ଆଫ୍ରିକା ଟିମ୍‌ରେ ଖେଳୁଛନ୍ତି ଆଉ ଜଣେ ଭାରତୀୟ: ଟିମ୍‌ ଇଣ୍ଡିଆ ପାଇଁ ହୋଇପାରନ୍ତି ଡେଞ୍ଜରମ୍ୟାନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। କେପ୍‌ଟାଉନ୍‌ ଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଠାରୁ ଭାରତ ପରାସ୍ତ ହୋଇଥିଲା। ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତର ସ୍ଥିତି ଦକ୍ଷିଣ ଆଫ୍ରିକା ତୁଳନାରେ ଭଲ ନାହିଁ। ଏହି ସିରିଜରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଜଣେ ଭାରତୀୟ ଖେଳାଳି ଟିମ୍‌ ଇଣ୍ଡିଆ ବିପକ୍ଷରେ ନିଜର ଚମକ ଦେଖାଉଛନ୍ତି। ଏହି […]

Keshav-Maharaj-South-Africa_Getty

Keshav-Maharaj-South-Africa_Getty

Ordigital Desk
  • Published: Tuesday, 16 January 2018
  • Updated: 16 January 2018, 12:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତୀୟ କ୍ରିକେଟ୍‌ ଟିମ୍‌ ୩ଟି ଟେଷ୍ଟ, ୬ଟି ଦିନିକିଆ ଓ ୩ଟି ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି। କେପ୍‌ଟାଉନ୍‌ ଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଠାରୁ ଭାରତ ପରାସ୍ତ ହୋଇଥିଲା। ଦ୍ୱିତୀୟ ଟେଷ୍ଟରେ ମଧ୍ୟ ଭାରତର ସ୍ଥିତି ଦକ୍ଷିଣ ଆଫ୍ରିକା ତୁଳନାରେ ଭଲ ନାହିଁ।

ଏହି ସିରିଜରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଜଣେ ଭାରତୀୟ ଖେଳାଳି ଟିମ୍‌ ଇଣ୍ଡିଆ ବିପକ୍ଷରେ ନିଜର ଚମକ ଦେଖାଉଛନ୍ତି। ଏହି ଖେଳାଳି ହେଉଛନ୍ତି କେଶବ ମହାରାଜ। କେଶବ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ପକ୍ଷରୁ ୧୬ଟି ଟେଷ୍ଟ ମ୍ୟାଚ୍‌ ଖେଳିସାରିଛନ୍ତି। ଏହି ୧୬ ମ୍ୟାଚରୁ କେଶବ ୫୬ ୱିକେଟ୍‌ ନେଇସାରିଛନ୍ତି।

ଦକ୍ଷିଣ ଆଫ୍ରିକାର ସ୍ପିନର କେଶବଙ୍କ ପୂର୍ବଜ ଉତ୍ତରପ୍ରଦେଶ ସୁଲତାନପୁରର ବାସିନ୍ଦା। ତାଙ୍କ ପରିବାରରେ ଏବେ ୪ଜଣ ସଦସ୍ୟ ଅଛନ୍ତି। କେଶବଙ୍କ ମା, ବାପାଙ୍କ ସହ ତାଙ୍କର ଜଣେ ଭଉଣୀ ଅଛନ୍ତି। ଭଉଣୀଙ୍କ ବିବାହ ଶ୍ରୀଲଙ୍କାରେ ହୋଇଛି।

୧୮୭୪ ମସିହାରେ ତାଙ୍କ ପୂର୍ବଜ ଭାରତ ଛାଡି ଦକ୍ଷିଣ ଆଫ୍ରିକାର ଡର୍ବାନରେ ଯାଇ ରହିଥିଲେ। ସେହି ସମୟରେ ଭାରତୀୟ ଲୋକ ଅଧିକ ରୋଜଗାର କରିବା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତ କରୁଥିଲେ ଏବଂ କେହିକେହି ସେଠାରେ ଘର କରି ରହୁଥିଲେ ମଧ୍ୟ। ଏକ ସାକ୍ଷାତକାରରେ କେଶବଙ୍କ ପିତା ଆତ୍ମାନନ୍ଦ ମହାରାଜ ଏହା କହିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ସେହି ସମୟରେ ଦକ୍ଷିଣ ଆଫ୍ରିକାରେ ରୋଜଗାର କରିବା ପାଇଁ ଅଧିକ ସୁଯୋଗ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story