ନିଲାମୀରେ ଧୋନୀ ଓ ରୋହିତଙ୍କ ଟିମ୍‌ ଗରିବ: ୩ଟି ଟିମ୍‌ ପାଖରେ ନାହାଁନ୍ତି ଅଧିନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ସିଜିନ ୨୦୧୮ ପାଇଁ ନିଲାମୀକୁ ଆଉ ଅଳ୍ପ କେଇଦିନ ବାକି ରହିଛି। ଜାନୁଆରୀ ୨୭ ଓ ୨୮ ତାରିଖ ବାଙ୍ଗାଲୋର ଠାରେ ନିଲାମୀ କରାଯିବ। ଏହି ଦୁଇଦିନରେ ଆଇପିଏଲର ୮ଟି ଫ୍ରାଞ୍ଚାଇଜ୍ ପାଇଁ ୫୭୮ ଜଣ କ୍ରିକେଟର୍‌ଙ୍କ ମଧ୍ୟରୁ ପାଖାପାଖି ୧୮୨ ଜଣ ଖେଳାଳି ନିଲାମୀରେ କିଣାଯିବେ।  ୨୮ ତାରିଖ ସନ୍ଧ୍ୟ ପୂର୍ବରୁ ସବୁ ଟିମ୍‌ର ଚିତ୍ର ସ୍ପଷ୍ଟ ହୋଇଯିବ। ନିଲାମୀ ପୂର୍ବରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ଅଧିକରୁ ଅଧିକ ୫ଜଣ ଖେଳାଳିଙ୍କୁ ରିଟେନ୍‌ […]

msd_647_052415060208

msd_647_052415060208

Ordigital Desk
  • Published: Friday, 26 January 2018
  • Updated: 26 January 2018, 01:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲ ସିଜିନ ୨୦୧୮ ପାଇଁ ନିଲାମୀକୁ ଆଉ ଅଳ୍ପ କେଇଦିନ ବାକି ରହିଛି। ଜାନୁଆରୀ ୨୭ ଓ ୨୮ ତାରିଖ ବାଙ୍ଗାଲୋର ଠାରେ ନିଲାମୀ କରାଯିବ। ଏହି ଦୁଇଦିନରେ ଆଇପିଏଲର ୮ଟି ଫ୍ରାଞ୍ଚାଇଜ୍ ପାଇଁ ୫୭୮ ଜଣ କ୍ରିକେଟର୍‌ଙ୍କ ମଧ୍ୟରୁ ପାଖାପାଖି ୧୮୨ ଜଣ ଖେଳାଳି ନିଲାମୀରେ କିଣାଯିବେ।  ୨୮ ତାରିଖ ସନ୍ଧ୍ୟ ପୂର୍ବରୁ ସବୁ ଟିମ୍‌ର ଚିତ୍ର ସ୍ପଷ୍ଟ ହୋଇଯିବ।

ନିଲାମୀ ପୂର୍ବରୁ ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ ଅଧିକରୁ ଅଧିକ ୫ଜଣ ଖେଳାଳିଙ୍କୁ ରିଟେନ୍‌ କରିପାରିବାକୁ ନିୟମ ରହିଛି। ଫ୍ରାଞ୍ଚାଇଜ୍‌ମାନେ ୩ଜଣ ଖେଳାଳିଙ୍କୁ ରିଟେନ୍‌ କରିଥିବା ବେଳେ ଅନ୍ୟ ଦୁଇ ଜଣ ଖେଳାଳିଙ୍କୁ ନିଲାମୀ ସମୟରେ ରାଇଟ୍‌ ଟୁ ମ୍ୟାଚ୍ କାର୍ଡରେ ଟିମ୍‌ରେ ସାମିଲ କରିପାରିବେ। ଯେଉଁଥିରେ ଫ୍ରାଞ୍ଚାଇଜ୍‌କୁ ସୁଯୋଗ ଦିଆଯାଇଛି ଯେ ନିଲମୀ ସମୟରେ ନିଜ ପୁରୁଣା ଖେଳାଳିଙ୍କୁ ଟିମ୍‌ରେ ସାମିଲ କରିପାରିବେ।

କୋଲକାତା ନାଇଟ୍‌ ରାଇଡର୍ସ, ଦିଲ୍ଲୀ ଡେୟାର ଡେଭିଲ୍ସ୍‌ ଓ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବା ଟିମ୍‌ ନୂଆ ଅଧିନାୟକ ସନ୍ଧାନରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୧୮ ଜଣ ଖେଳାଳି ରିଟେନ୍‌ ହୋଇସାରିଛନ୍ତି। ୨୦୧୮ ଆଇପିଏଲ ପାଇଁ ସବୁ ଫ୍ରାଞ୍ଚାଇଜ୍‌ ୮୦ କୋଟି ଟଙ୍କା ଖର୍ଚ୍ଚ କରିପାରିବେ ବୋଲି ନୟମ ରହିଛି। ଏହି ହିସାବରେ ଚେନ୍ନାଇ ସୁପର କିଙ୍ଗ୍‌, ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ ଡେୟାର୍‌ଡେଭିଲ୍ସ ହାତରେ ସବୁଠୁ କମ ଟଙ୍କା ଅଛି। ଏହି ୩ଟି ଫ୍ରାଞ୍ଚାଇଜ୍‌ ଏପର୍ଯ୍ୟନ୍ତ ୩୩ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ହାତରେ ଅଛି ୪୭ କୋଟି।

ସେହିପରି ସର୍ବାଧିକ ଟଙ୍କା ରହିଛି ରାଜସ୍ଥାନ ଓ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ ପାଖରେ। ଏହି ଦୁଇଟି ଟିମ୍‌ ୧୨.୫ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ହାତରେ ରଖିଛନ୍ତି ୬୭.୫ କୋଟି। ଅନ୍ୟପଟେ ହାଇଦ୍ରାବାଦ ଓ କୋଲକାତା ଟିମ୍‌ ୨୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ହାତରେ ରଖିଛନ୍ତି ୫୯ କୋଟି। ଯାହା ନିଲାମୀ ସମୟରେ ଖର୍ଚ୍ଚ କରିବେ। ବାଙ୍ଗାଲୋର ଟିମ୍‌ ୩୧ କୋଟି ଟଙ୍କା ଖର୍ଚ୍ଚ କରିଥିବା ବେଳେ ହାତରେ ରଖିଛି ୪୯ କୋଟି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story