ଆଇଏସ୍‌ଏଲ୍‌: ୨-୧ରେ ଗୋଆକୁ ହରାଇଲା ପୁଣେ

ମାରଗାଓ: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଅଷ୍ଟମ୍‌ ମ୍ୟାଚ୍‌ରେ ଏଫ୍‌ସି ପୁଣେ ସିଟି ଏଫ୍‌ସି ଗୋଆକୁ ୨-୧ ଗୋଲରେ ପରାସ୍ତା କରିଛି। ଆଜି ପୁଣେ ଓ ଗୋଆ ମଧ୍ୟରେ ଜବାହାର ନେହେରୁ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଇଥିଲା। ଜାପାନିଜ ଖେଳାଳି ଅରଟା ଲିଜୁମି ପୁଣେ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ମ୍ୟାଚ୍‌ର ୨୫ ତମ ମିନିଟ୍‌ରେ ସେ ଗୋଲ ଦେଇଥିଲେ। ୩୩ ତମ ମିନିଟ୍‌ରେ ଗୋଆ ଖେଳାଳି ଡାଭିଡ ଲୁଇଜ୍‌ ଗୋଲ ଦେଇ ମ୍ୟାଚ୍‌କୁ ୧-୧ […]

isl

Rakesh Mallick
  • Published: Saturday, 08 October 2016
  • , Updated: 08 October 2016, 10:55 PM IST

ମାରଗାଓ: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଅଷ୍ଟମ୍‌ ମ୍ୟାଚ୍‌ରେ ଏଫ୍‌ସି ପୁଣେ ସିଟି ଏଫ୍‌ସି ଗୋଆକୁ ୨-୧ ଗୋଲରେ ପରାସ୍ତା କରିଛି। ଆଜି ପୁଣେ ଓ ଗୋଆ ମଧ୍ୟରେ ଜବାହାର ନେହେରୁ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯାଇଥିଲା।

ଜାପାନିଜ ଖେଳାଳି ଅରଟା ଲିଜୁମି ପୁଣେ ପକ୍ଷରୁ ପ୍ରଥମ ଗୋଲ ସ୍କୋର କରିଥିଲେ। ମ୍ୟାଚ୍‌ର ୨୫ ତମ ମିନିଟ୍‌ରେ ସେ ଗୋଲ ଦେଇଥିଲେ। ୩୩ ତମ ମିନିଟ୍‌ରେ ଗୋଆ ଖେଳାଳି ଡାଭିଡ ଲୁଇଜ୍‌ ଗୋଲ ଦେଇ ମ୍ୟାଚ୍‌କୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ଶେଷ ସମୟରେ ପୁଣେ ପକ୍ଷରୁ ଡାମେ ଏନ୍‌. ଡୋଇ ଗୋଲ ସ୍କୋର କରି ଟିମ୍‌କୁ ବିଜୟୀ କରାଇଥିଲେ।

Related story