ଶ୍ରେଷ୍ଠ ଅଲରାଉଣ୍ଡର ହେଲେ ଜାଡ଼େଜା: ଶ୍ରେୟ ଦେଲେ ଧୋନୀ ଓ କୋହଲିଙ୍କୁ

ମୁମ୍ବାଇ: ଟିମ୍ ଇଣ୍ଡିଆର  ଷ୍ଟାର୍ ଖେଳାଳି  ରବୀନ୍ଦ୍ର ଜାଡେଜା ଆଇସିସି ଟେଷ୍ଟ ମ୍ୟାନତାରେ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ସ୍ଥାନ ପାଇଛନ୍ତି। ବାଂଲାଦେଶ ସକିବ୍ ଅଲ୍ ହସନ୍‌ଙ୍କୁ ପଛରେ ପକାଇ ଜାଡେଜା ନମ୍ବର ଓ୍ୱାନ୍ ଅଲରାଉଣ୍ଡର ମାନ୍ୟତା ପାଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିବା ପରେ ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ଟେଷ୍ଟ ମାନ୍ୟତାରେ ଜାଡେଡା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପରେ ଜାଡେଡା ଅଧିନାୟକ କୋହଲି ଓ ପୂର୍ବତନ ଅଧିନାୟକ ଧୋନୀଙ୍କୁ […]

ravindra-jadeja1

Rakesh Mallick
  • Published: Wednesday, 09 August 2017
  • , Updated: 09 August 2017, 04:00 PM IST

ମୁମ୍ବାଇ: ଟିମ୍ ଇଣ୍ଡିଆର  ଷ୍ଟାର୍ ଖେଳାଳି  ରବୀନ୍ଦ୍ର ଜାଡେଜା ଆଇସିସି ଟେଷ୍ଟ ମ୍ୟାନତାରେ ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ସ୍ଥାନ ପାଇଛନ୍ତି। ବାଂଲାଦେଶ ସକିବ୍ ଅଲ୍ ହସନ୍‌ଙ୍କୁ ପଛରେ ପକାଇ ଜାଡେଜା ନମ୍ବର ଓ୍ୱାନ୍ ଅଲରାଉଣ୍ଡର ମାନ୍ୟତା ପାଇଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରିବା ପରେ ଆଇସିସି ପକ୍ଷରୁ ପ୍ରକାଶ ପାଇଥିବା ଟେଷ୍ଟ ମାନ୍ୟତାରେ ଜାଡେଡା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ସଫଳତା ପରେ ଜାଡେଡା ଅଧିନାୟକ କୋହଲି ଓ ପୂର୍ବତନ ଅଧିନାୟକ ଧୋନୀଙ୍କୁ ଏହାର ସବୁତକ ଶ୍ରେୟ ଦେଇଛନ୍ତି।  ସେ ୪୩୮ ପଏଣ୍ଟ ପାଇଛନ୍ତି, ଏହାସହ ବ୍ୟାଟିଂରେ ଜାଡେଜା ଆଇସିସି ମାନ୍ୟତାରେ ୫୧ ତମ ସ୍ଥାନରେ ରହିଛନ୍ତି।

Related story