ଜାତୀୟ କରାଟେ ପ୍ରତିଯୋଗିତାରେ ୨୦ ପଦକ ଜିତି ଫେରିଲେ ବଲାଙ୍ଗିର ଖେଳାଳି

ବଲାଙ୍ଗିର: ଚେନ୍ନାଇଠାରେ ଅନୁଷ୍ଠିତ ଜାତୀୟ ରିୟୁସିନ କାନ୍ ସିଟୋ ରିୟୁ କରାଟେ ଚାମ୍ପିୟନସିପରେ ବଲାଙ୍ଗିର କରାଟେ ଏସୋସିଏଶନ ଖେଳାଳିଙ୍କ ଚମକ ଦେଖିବାକୁ ମିଳିଛି। ୧୪ଟି ରାଜ୍ୟର ପ୍ରାୟ ୬୦୦ ପ୍ରତିଯୋଗୀଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ବଲାଙ୍ଗିରର ୧୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୧୪ ଜଣ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ୨୦ଟି ପଦକ ଜିତିଛନ୍ତି । ଖେଳାଳିମାନେ ୬ଟି ଗୋଲ୍ଡ,  ୫ ସିଲଭର ଓ ୯ଟି ବ୍ରୋଂଜ ପଦକ ଜିତିଛନ୍ତି । […]

blm

Rakesh Mallick
  • Published: Thursday, 06 August 2015
  • , Updated: 06 August 2015, 01:44 PM IST

ବଲାଙ୍ଗିର: ଚେନ୍ନାଇଠାରେ ଅନୁଷ୍ଠିତ ଜାତୀୟ ରିୟୁସିନ କାନ୍ ସିଟୋ ରିୟୁ କରାଟେ ଚାମ୍ପିୟନସିପରେ ବଲାଙ୍ଗିର କରାଟେ ଏସୋସିଏଶନ ଖେଳାଳିଙ୍କ ଚମକ ଦେଖିବାକୁ ମିଳିଛି। ୧୪ଟି ରାଜ୍ୟର ପ୍ରାୟ ୬୦୦ ପ୍ରତିଯୋଗୀଙ୍କୁ ନେଇ ଆୟୋଜିତ ଏହି ପ୍ରତିଯୋଗିତାରେ ବଲାଙ୍ଗିରର ୧୭ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୧୪ ଜଣ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ୨୦ଟି ପଦକ ଜିତିଛନ୍ତି । ଖେଳାଳିମାନେ ୬ଟି ଗୋଲ୍ଡ,  ୫ ସିଲଭର ଓ ୯ଟି ବ୍ରୋଂଜ ପଦକ ଜିତିଛନ୍ତି । ଖେଳାଳିମାନେ ଫେରିବା ପରେ ବୁଧବାର ସନ୍ଧ୍ୟାରେ ରେଳ ଷ୍ଟେସନ୍ ନିକଟ ମହିଳା ସମିତିଠାରେ ସ୍ୱାଗତ କରାଯାଇଥିଲା ।

Related story