ଜାତୀୟ ସ୍ତରର କବାଡ଼ି ଖେଳାଳିଙ୍କୁ ଅସଦାଚରଣ

କାନପୁର: ଜାତୀୟ ସ୍ତରର କବାଡ଼ି ଖେଳାଳି ସ୍ନେହା ସିଂହଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଜି କାନପୁର ପୋଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ସ୍ନେହାଙ୍କ ମେଡିକାଲ୍ ପରୀକ୍ଷା କରିବା ପରେ ପୋଲିସ୍ ମାମଲା ରୁଜୁ କରିଛି। ଅଭିଯୋଗ ଅନୁଯାୟୀ, ଘଟଣାଟି ଘଟିଥିଲା ଜୁଲାଇ ୧୫ ତାରିଖରେ। ଦୁଇ ଜଣ ଅଭିଯୁକ୍ତ ଉଜାଲା ଠାକୁର ଓ ଗାନ୍ଧୀ ଜୋରଜବରଦସ୍ତ ସ୍ନେହାଙ୍କ ଘର ଭିତରକୁ ପଶି ଆସିଥିଲେ। ତାଙ୍କୁ ଅସଦାଚରଣ କରିଥିଲେ। ଏପରିକି ଶାରୀରିକ ଭାବେ […]

SnehaSingh

SnehaSingh

Rakesh Mallick
  • Published: Wednesday, 24 June 2015
  • Updated: 24 June 2015, 02:47 PM IST

Sports

Latest News

କାନପୁର: ଜାତୀୟ ସ୍ତରର କବାଡ଼ି ଖେଳାଳି ସ୍ନେହା ସିଂହଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଆଜି କାନପୁର ପୋଲିସ୍ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି। ସ୍ନେହାଙ୍କ ମେଡିକାଲ୍ ପରୀକ୍ଷା କରିବା ପରେ ପୋଲିସ୍ ମାମଲା ରୁଜୁ କରିଛି।

ଅଭିଯୋଗ ଅନୁଯାୟୀ, ଘଟଣାଟି ଘଟିଥିଲା ଜୁଲାଇ ୧୫ ତାରିଖରେ। ଦୁଇ ଜଣ ଅଭିଯୁକ୍ତ ଉଜାଲା ଠାକୁର ଓ ଗାନ୍ଧୀ ଜୋରଜବରଦସ୍ତ ସ୍ନେହାଙ୍କ ଘର ଭିତରକୁ ପଶି ଆସିଥିଲେ। ତାଙ୍କୁ ଅସଦାଚରଣ କରିଥିଲେ। ଏପରିକି ଶାରୀରିକ ଭାବେ ନିକଟତର ହେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସ୍ନେହା ଡରି ନଯାଇ ସେମାନଙ୍କୁ ବାଧା ଦେଇଥିଲେ। ଫଳରେ ଦୁଇ ଅଭିଯୁକ୍ତ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ଏଥିରେ ତାଙ୍କ ନାକରେ ଆଘାତ ଲାଗିଥିଲା। ଏପରିକି ତାଙ୍କ ପରିବାରର ଆଉ କିଛି ଲୋକ ମଧ୍ୟ ସେମାନଙ୍କ ଆକ୍ରମଣରେ ଆହତ ହୋଇଛନ୍ତି।

ଘଟଣା ପରେ ପରେ ସ୍ନେହା ନିକଟତମ ବାରା ଥାନାକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ସେଠାକାର ପୋଲିସ୍ ଏହାକୁ ହାଲକା ଭାବେ ନେଇଥିଲେ। ଆଉ ଏକ ମାମୁଲି ଘଟଣା ଭାବି ସେହି ଅନୁସାରେ ମାମଲା ରୁଜୁ କରିଥିଲେ। ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କୌଣସି ପଦକ୍ଷେପ ନେଇ ନଥିଲେ। ତେବେ ଗତକାଲି ସ୍ନେହା କାନପୁର ଏସଏସପିଙ୍କୁ ଭେଟିବା ପରେ ତାଙ୍କର ମେଡିକାଲ ପରୀକ୍ଷା ହୋଇଥିଲା ଓ ପୁଣି ଥରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି। ଖୁବଶୀଘ୍ର ଅଭିଯୁକ୍ତ ଦ୍ୱୟଙ୍କୁ ଗିରଫ କରାଯିବ ବୋଲି କାନପୁର ଏସଏସପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story