ବିଶ୍ୱ ଜୁନିୟର ପାରା ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ ଓଡ଼ିଆ ଝିଅକୁ ସ୍ୱର୍ଣ୍ଣ

ଭୁବନେଶ୍ୱର: ସ୍ୱିଜରଲାଣ୍ଡରେ ଚାଲିଥିବା ବିଶ୍ୱ ଜୁନିୟର ପାରା ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ  ଓଡ଼ିଶା ପାଇଁ ଗୌରବ ଆଣିଲେ ଜୟନ୍ତୀ ବେହେରା। ୪ ଶହ ମିଟର ଦୌଡ଼ରେ ସେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ୧. ୧ ସେକେଣ୍ଡରେ ସେ ଏହି ସଫଳତା ହାସଲ କରିଛନ୍ତି। ଶୁକ୍ରବାର ଦିନ ସେ ରୌପ୍ୟ ପଦକ ହାସଲ କରିଥିଲେ। ପାରା ଆଥଲେଟିକ୍ସରେ ଅଂଶଗ୍ରହଣ କରିଥିବା ସେ ଏକମାତ୍ର ଓଡ଼ିଆ ଖେଳାଳି।

jayanti behera

Rakesh Mallick
  • Published: Sunday, 06 August 2017
  • , Updated: 06 August 2017, 08:09 AM IST

ଭୁବନେଶ୍ୱର: ସ୍ୱିଜରଲାଣ୍ଡରେ ଚାଲିଥିବା ବିଶ୍ୱ ଜୁନିୟର ପାରା ଆଥଲେଟିକ୍ସ ଚାମ୍ପିଅନସିପ୍‌ରେ  ଓଡ଼ିଶା ପାଇଁ ଗୌରବ ଆଣିଲେ ଜୟନ୍ତୀ ବେହେରା। ୪ ଶହ ମିଟର ଦୌଡ଼ରେ ସେ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। ୧. ୧ ସେକେଣ୍ଡରେ ସେ ଏହି ସଫଳତା ହାସଲ କରିଛନ୍ତି।

ଶୁକ୍ରବାର ଦିନ ସେ ରୌପ୍ୟ ପଦକ ହାସଲ କରିଥିଲେ। ପାରା ଆଥଲେଟିକ୍ସରେ ଅଂଶଗ୍ରହଣ କରିଥିବା ସେ ଏକମାତ୍ର ଓଡ଼ିଆ ଖେଳାଳି।

Related story