ଆସନ୍ତାକାଲି କଳିଙ୍ଗ ଲାନସର୍ସ ଓ ଜେପି ୱାରିୟର୍ସ ମୁକାବିଲା

ଭୁବନେଶ୍ୱର: ହକି ଇଣ୍ଡିଆର ୧୮ ତମ ମ୍ୟାଚ୍‌ରେ ଆସନ୍ତାକାଲି କଳିଙ୍ଗ ଲାନସର୍ସକୁ ଭେଟିବ ଜେପି ୱାରିୟର୍ସ। ପ୍ରଥମ ଥର ପାଇଁ କଳିଙ୍ଗ ଲାନସର୍ସ ଓ ଜେପି ୱାରିୟର୍ସ ମଧ୍ୟରେ ମୁକାବିଲା ହେବାକୁ ଯାଉଥିବା ବେଳେ ଦୁଇ ଦଳ ବେଶ୍ ଉତ୍ସାହିତ ରହିଛନ୍ତି। ଘରୋଇ ଫିଲ୍ଡରେ ମ୍ୟାଚ୍ ହେବାକୁ ଥିବାରୁ  କଳିଙ୍ଗ ଲାନସର୍ସର ମନୋବଳ ଦୃଢ ରହିଛି। ଅନ୍ୟପକ୍ଷରେ ଦୁଇଦିନ ହେଲା ଜୋରଦାର ଅଭ୍ୟାସ ଜାରି ରଖିଛି ଜେପି ୱାରିୟର୍ସ। କଳିଙ୍ଗ ଲାନସର୍ସ ୬ଟି ମ୍ୟାଚରୁ ୪ଟି ମ୍ୟାଚରେ […]

Kalinga_Lancers

Rakesh Mallick
  • Published: Saturday, 06 February 2016
  • , Updated: 07 February 2016, 02:09 AM IST

ଭୁବନେଶ୍ୱର: ହକି ଇଣ୍ଡିଆର ୧୮ ତମ ମ୍ୟାଚ୍‌ରେ ଆସନ୍ତାକାଲି କଳିଙ୍ଗ ଲାନସର୍ସକୁ ଭେଟିବ ଜେପି ୱାରିୟର୍ସ। ପ୍ରଥମ ଥର ପାଇଁ କଳିଙ୍ଗ ଲାନସର୍ସ ଓ ଜେପି ୱାରିୟର୍ସ ମଧ୍ୟରେ ମୁକାବିଲା ହେବାକୁ ଯାଉଥିବା ବେଳେ ଦୁଇ ଦଳ ବେଶ୍ ଉତ୍ସାହିତ ରହିଛନ୍ତି। ଘରୋଇ ଫିଲ୍ଡରେ ମ୍ୟାଚ୍ ହେବାକୁ ଥିବାରୁ  କଳିଙ୍ଗ ଲାନସର୍ସର ମନୋବଳ ଦୃଢ ରହିଛି। ଅନ୍ୟପକ୍ଷରେ ଦୁଇଦିନ ହେଲା ଜୋରଦାର ଅଭ୍ୟାସ ଜାରି ରଖିଛି ଜେପି ୱାରିୟର୍ସ।

କଳିଙ୍ଗ ଲାନସର୍ସ ୬ଟି ମ୍ୟାଚରୁ ୪ଟି ମ୍ୟାଚରେ ବିଜୟୀ ହୋଇ ୨୨ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ରହିଥିବା ବେଳେ ଜେପି ୱାରିୟର୍ସ ୬ଟି ମ୍ୟାଚରୁ ୩ଟିରେ ବିଜୟୀ ହୋଇ ୧୭ ପଏଣ୍ଟ ପାଇ ଟେବୁଲର ତୃତୀୟ ସ୍ଥାନରେ ରହିଛି।

Related story