କଳିଙ୍ଗ ଷ୍ଟାଡ଼ିୟମରେ ୫୦ମିଟର ସୁଟିଂ ରେଞ୍ଜ ଉଦଘାଟିତ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ୫୦ମିଟର ସୁଟିଂ ରେଞ୍ଜ ଉଦଘାଟିତ୍ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁଟିଂ ରେଞ୍ଜକୁ ଉଦଘାଟନ କରିଛନ୍ତି । ପ୍ରାୟ ଏକ କୋଟି ୪୦ଲକ୍ଷ ଟଙ୍କ।ରେ ନିର୍ମାଣ ହୋଇଛି ଏହି ସୁଟିଂ ରେଞ୍ଜ । ଆନ୍ତର୍ଜାତିକ ରାଇଫଲ୍ ମହାସଂଘର ନିୟମ ଅନୁସାରେ ରେଞ୍ଜ ନିର୍ମାଣ ହୋଇଛି। ଆଗାମୀ ଦିନରେ ୨୫ ମିଟର ଓ ୧୦ମିଟର ରେଞ୍ଜ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି କ୍ରୀଡା ବିଭାଗ। ଏହାର ପରିଚାଳନା ଦାୟିତ୍ୱ ନେଇଛି ଓଡ଼ିଶା […]

shoting3

Rakesh Mallick
  • Published: Thursday, 12 November 2015
  • , Updated: 12 November 2015, 04:22 PM IST

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ୫୦ମିଟର ସୁଟିଂ ରେଞ୍ଜ ଉଦଘାଟିତ୍ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସୁଟିଂ ରେଞ୍ଜକୁ ଉଦଘାଟନ କରିଛନ୍ତି । ପ୍ରାୟ ଏକ କୋଟି ୪୦ଲକ୍ଷ ଟଙ୍କ।ରେ ନିର୍ମାଣ ହୋଇଛି ଏହି ସୁଟିଂ ରେଞ୍ଜ । ଆନ୍ତର୍ଜାତିକ ରାଇଫଲ୍ ମହାସଂଘର ନିୟମ ଅନୁସାରେ ରେଞ୍ଜ ନିର୍ମାଣ ହୋଇଛି। ଆଗାମୀ ଦିନରେ ୨୫ ମିଟର ଓ ୧୦ମିଟର ରେଞ୍ଜ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି କ୍ରୀଡା ବିଭାଗ। ଏହାର ପରିଚାଳନା ଦାୟିତ୍ୱ ନେଇଛି ଓଡ଼ିଶା ରାଇଫଲ ଆସୋସିଏସନ।

Related story