ମାଉଣ୍ଟ୍ କଜେସେକୋ ଆରୋହଣ କରି ଓଡ଼ିଶା ଫେରିଲେ କଳ୍ପନା ଦାଶ

ଭୁବନେଶ୍ୱର: ଓଡ଼ିଶା ଫେରିଲେ ମହିଳା ପର୍ବତାରୋହୀ କଳ୍ପନା ଦାଶ। ଅଷ୍ଟ୍ରେଲିଆର ସବୁଠୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ କଜେସେକୋ ଆରୋହଣ କରି ସେ ରେକର୍ଡ ହାସଲ କରିଛନ୍ତି। ଯାହା ଓଡ଼ିଶା ପାଇଁ ଗର୍ବ। ଏହି ଶୃଙ୍ଗର ଉଚ୍ଚତା ୨ହଜାର ୨ଶହ ୨୯ମିଟର। ଏହାକୁ ସେ ମୋଟ ୮ଘଣ୍ଟାରେ ଆରୋହଣ କରିଥିଲେ। ଆଗକୁ ଆଣ୍ଟାର୍କଟିକାର ପର୍ବତ ଆରୋହଣ କରିବାକୁ ସେ ଲକ୍ଷ୍ୟ ରଖିଛନ୍ତି ବୋଲି କଳ୍ପନା କହିଛନ୍ତି।

kalpana

Rakesh Mallick
  • Published: Wednesday, 09 December 2015
  • , Updated: 09 December 2015, 07:41 AM IST

Related story