କଟକ: ଆରମ୍ଭ ହେଲା ଏସ୍ ଆର୍ ଚେସ୍ ଚାମ୍ପିଅନସିପ୍ ୨୦୧୫

କଟକ: କଟକରେ ଆରମ୍ଭ ଯାଇଛି ଏସ୍ ଆର୍ ଚେସ୍ ଚ୍ୟାମ୍ପିଅନ୍ସିପ୍ ୨୦୧୫। କଟକ ଜିଲ୍ଲା ଚେସ ଆସୋସିଏସନ୍ ଏବଂ ଓଡ଼ିଶା ଚେସ୍ ଆସୋସିଏସନ୍ ସହଯୋଗରେ ତଥା ଏସ୍ ଆର୍ ଚେସ୍ ସେଣ୍ଟର ଓ ଇଷ୍ଟ୍ କୋଷ୍ଟ୍ ରେଲବେଇର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି ଏହି ଚେସ୍ ଚ୍ୟାମ୍ପିଅନ୍ସିପ୍।ଏହାର ଉଦଘାଟନୀ ଉତ୍ସବରେ ରେଳବାଇର ସିନିୟର୍ ଡିଭିଜନାଲ ଇଞ୍ଜିନିୟର ବି କେ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।୧୧ ବର୍ଷରୁ କମ୍ ବୟସ୍କ ପ୍ରତିଯୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତା […]

chess-chamipaship

Rakesh Mallick
  • Published: Saturday, 06 June 2015
  • , Updated: 06 June 2015, 03:07 AM IST

କଟକ: କଟକରେ ଆରମ୍ଭ ଯାଇଛି ଏସ୍ ଆର୍ ଚେସ୍ ଚ୍ୟାମ୍ପିଅନ୍ସିପ୍ ୨୦୧୫। କଟକ ଜିଲ୍ଲା ଚେସ ଆସୋସିଏସନ୍ ଏବଂ ଓଡ଼ିଶା ଚେସ୍ ଆସୋସିଏସନ୍ ସହଯୋଗରେ ତଥା ଏସ୍ ଆର୍ ଚେସ୍ ସେଣ୍ଟର ଓ ଇଷ୍ଟ୍ କୋଷ୍ଟ୍ ରେଲବେଇର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି ଏହି ଚେସ୍ ଚ୍ୟାମ୍ପିଅନ୍ସିପ୍।ଏହାର ଉଦଘାଟନୀ ଉତ୍ସବରେ ରେଳବାଇର ସିନିୟର୍ ଡିଭିଜନାଲ ଇଞ୍ଜିନିୟର ବି କେ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।୧୧ ବର୍ଷରୁ କମ୍ ବୟସ୍କ ପ୍ରତିଯୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତା ତିନିଦିନ ଧରି ଚାଲିବ।ଏଥିରେ ବିଭିନ୍ନ ଜିଲ୍ଲାର ୨୦୦ରୁ ଅଧିକ ବାଳକବାଳିକା ଭାଗ ନେଇଛନ୍ତି।

Related story