କେଶବାନନ୍ଦ ଦାସ ଅଲ୍‌ ଇଣ୍ଡିଆ ଓପନ୍‌ ଫିଡେ ରେଟିଂ ଚେସ ଟୁର୍ଣ୍ଣାମେଣ୍ଟ ଆରମ୍ଭ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଚେସ୍‌ ଆସୋସିଏସନ୍‌ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି କେଶବାନନ୍ଦ ଦାସ ଅଲ୍‌ ଇଣ୍ଡିଆ ଓପନ୍‌ ଫିଡେ ରେଟିଂ ଚେସ ଟୁର୍ଣ୍ଣାମେଣ୍ଟ। ୫ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ଜଣେ ଗ୍ରାଣ୍ଡମାଷ୍ଟର, ଜଣେ ମହିଳା ଗ୍ରାଣ୍ଡ ମାଷ୍ଟର, ୯ ଜଣ ଇଣ୍ଟରନ୍ୟାସନାଲ ମାଷ୍ଟରଙ୍କ ସମେତ ମୋଟ ୧୪ ଜଣ ଟାଇଟଲଧାରୀ ଖେଳାଳି ଭାଗନେଇଛନ୍ତି। ୯ ରାଉଣ୍ଡ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୪ ତାରିଖରେ ଶେଷ ହେବ। ଏଥିରେ ୪୮ […]

chess

Rakesh Mallick
  • Published: Saturday, 10 September 2016
  • , Updated: 10 September 2016, 08:36 AM IST

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଚେସ୍‌ ଆସୋସିଏସନ୍‌ ପକ୍ଷରୁ ଭୁବନେଶ୍ୱରରେ ଆରମ୍ଭ ହୋଇଛି କେଶବାନନ୍ଦ ଦାସ ଅଲ୍‌ ଇଣ୍ଡିଆ ଓପନ୍‌ ଫିଡେ ରେଟିଂ ଚେସ ଟୁର୍ଣ୍ଣାମେଣ୍ଟ। ୫ଲକ୍ଷ ଟଙ୍କା ପୁରସ୍କାର ରାଶି ବିଶିଷ୍ଟ ଏହି ଟୁର୍ଣ୍ଣାମେଣ୍ଟରେ ଜଣେ ଗ୍ରାଣ୍ଡମାଷ୍ଟର, ଜଣେ ମହିଳା ଗ୍ରାଣ୍ଡ ମାଷ୍ଟର, ୯ ଜଣ ଇଣ୍ଟରନ୍ୟାସନାଲ ମାଷ୍ଟରଙ୍କ ସମେତ ମୋଟ ୧୪ ଜଣ ଟାଇଟଲଧାରୀ ଖେଳାଳି ଭାଗନେଇଛନ୍ତି। ୯ ରାଉଣ୍ଡ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୪ ତାରିଖରେ ଶେଷ ହେବ।

ଏଥିରେ ୪୮ ଜଣ ଓଡ଼ିଆ ଖେଳାଳି ଭାଗ ନେଇଛନ୍ତି। ଓଡ଼ିଶାର ଆଏମ୍‌ ସ୍ୱୟମସ୍‌ ମିଶ୍ର ଏହି ଟୁର୍ଣ୍ଣାମେଣ୍ଟରେ ଟପ୍‌ସିଡ ମାନ୍ୟତା ପାଇଛନ୍ତି।

Related story