କୋହଲି ଭାଙ୍ଗିଲେ ଦ୍ରାବିଡଙ୍କ ରେକର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚରେ ବୋଲରଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ଭାରତ ପ୍ରଥମ ଇଂନିସରେ ୧୮୭ ରନ କରି ଅଲଆଉଟ୍‌ ହୋଇଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ବି ପ୍ରଥମ ଇଂନିସରେ ୧୯୪ ରନରେ ଆଉଟ୍‌ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାମ୍ନା କରିନପାରି ଭାରତର ପ୍ରଥମ ଇଂନିସରେ ୨ଶହ ରନ ବି କରିପାରିନଥିଲା। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୫୪ ରନ କରିଥିବା ବେଳେ ଚେତେଶ୍ୱର […]

kohli-story_647_102617115232_0

kohli-story_647_102617115232_0

Ordigital Desk
  • Published: Friday, 26 January 2018
  • Updated: 26 January 2018, 11:39 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜୋହାନ୍ସବର୍ଗରେ ଦକ୍ଷିଣ ଆଫ୍ରିକା-ଭାରତ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ମ୍ୟାଚରେ ବୋଲରଙ୍କ ଦବ୍‌ଦବା ଦେଖିବାକୁ ମିଳିଛି। ଭାରତ ପ୍ରଥମ ଇଂନିସରେ ୧୮୭ ରନ କରି ଅଲଆଉଟ୍‌ ହୋଇଯାଇଥିବା ବେଳେ ଦକ୍ଷିଣ ଆଫ୍ରିକା ବି ପ୍ରଥମ ଇଂନିସରେ ୧୯୪ ରନରେ ଆଉଟ୍‌ ହୋଇଯାଇଥିଲା। ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାମ୍ନା କରିନପାରି ଭାରତର ପ୍ରଥମ ଇଂନିସରେ ୨ଶହ ରନ ବି କରିପାରିନଥିଲା। ଭାରତ ପକ୍ଷରୁ ଅଧିନାୟକ ବିରାଟ କୋହଲି ସର୍ବାଧିକ ୫୪ ରନ କରିଥିବା ବେଳେ ଚେତେଶ୍ୱର ପୂଜାର ୫୦ ଓ ଭୁବନେଶ୍ୱର କୁମାର ୩୦ ରନ କରିଥିଲେ।

ବିରାଟ କୋହଲି ଅଧିନାୟକ ହେବାପରେ  ଅନ୍ତର୍ଜାତୀୟ କ୍ରିକେଟରେ ସେ ୪୨ ଥର ୫୦ ରନରୁ ଅଧିକ ସ୍କୋର କରିଛନ୍ତି। ଏହା ପୂର୍ବରୁ ରାହୁଲ ଦ୍ରାବିଡ଼ ଅଧିନାୟକ ରହିଥିବା ସମୟରେ ସେ ୪୧ଟି ଥର ୫୦ ରନରୁ ଅଧିକ ରନ କରିଥିଲେ। ଏହି ଲିଷ୍ଟରେ ଧୋନୀ ସବୁଠୁ ଆଗରେ ଅଛନ୍ତି। ଧୋନୀ ଅଧିନାୟକ ରହିଥିବା ବେଳେ ସେ ୮୨ ଥର ୫୦ରୁ ଅଧିକ ରନ କରିଥିଲେ। ତାଙ୍କ ପରେ ସମାନ ଭାବେ ଅଛନ୍ତି ଅଛନ୍ତି ପୂର୍ବ ଅଧିନାୟକ ମହମଦ୍‌ ଆଜାରୁଦ୍ଧିନ ଓ ଗାଙ୍ଗୁଲି ଏହି ଦୁଇଜଣ ନିଜ ନିଜ ଅଧିନୟାକତ୍ୱ ସମୟରେ ୫୯ ଥର ୫୦ରନରୁ ଅଧିକ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story