କୋହଲି, ଶ୍ରୀଜେଶ, ସାକ୍ଷୀ, ଦୀପା ମଲ୍ଲିକ ଓ ଥାଙ୍ଗାଭେଲୁଙ୍କୁ ପଦ୍ମଶ୍ରୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବରାଟ କୋହଲି, ହକି ଅଧିନାୟକ ପିଆର ଶ୍ରୀଜେଶ, ୨୦୧୬ ଅଲିମ୍ପିକ ମେଡାଲିଷ୍ଟ ସାକ୍ଷୀ ମଲ୍ଲିକ, ପାରା ଆଥଲେଟ ଦୀପା ମଲ୍ଲିକ ଏବଂ ଏମ୍‌. ଥାଙ୍ଗାଭେଲୁ ପଦ୍ମଶ୍ରୀ ପାଇବାକୁ ମନୋନିତ ହୋଇଛନ୍ତି। ଏନେଇ ଆଜି ଘୋଷଣା କରାଯାଇଛି। ଏମାନଙ୍କ ବ୍ୟତୀତ ଜିମନାଷ୍ଟ ଦୀପା କର୍ମକାର, ଡିସ୍‌କସ୍‌ ଖେଳାଳି ଭିକାଶ ଆଡା ଏବଂ ଅନ୍ଧ କ୍ରିକେଟର ଶେଖର ନାଏକ ମଧ୍ୟ ସମ୍ମାନଜନକ ପଦ୍ମଶ୍ରୀ ପାଇଁ ମନୋନିତ ହୋଇଛନ୍ତି।

kohali

Rakesh Mallick
  • Published: Wednesday, 25 January 2017
  • , Updated: 25 January 2017, 09:48 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବରାଟ କୋହଲି, ହକି ଅଧିନାୟକ ପିଆର ଶ୍ରୀଜେଶ, ୨୦୧୬ ଅଲିମ୍ପିକ ମେଡାଲିଷ୍ଟ ସାକ୍ଷୀ ମଲ୍ଲିକ, ପାରା ଆଥଲେଟ ଦୀପା ମଲ୍ଲିକ ଏବଂ ଏମ୍‌. ଥାଙ୍ଗାଭେଲୁ ପଦ୍ମଶ୍ରୀ ପାଇବାକୁ ମନୋନିତ ହୋଇଛନ୍ତି। ଏନେଇ ଆଜି ଘୋଷଣା କରାଯାଇଛି।

ଏମାନଙ୍କ ବ୍ୟତୀତ ଜିମନାଷ୍ଟ ଦୀପା କର୍ମକାର, ଡିସ୍‌କସ୍‌ ଖେଳାଳି ଭିକାଶ ଆଡା ଏବଂ ଅନ୍ଧ କ୍ରିକେଟର ଶେଖର ନାଏକ ମଧ୍ୟ ସମ୍ମାନଜନକ ପଦ୍ମଶ୍ରୀ ପାଇଁ ମନୋନିତ ହୋଇଛନ୍ତି।

Related story