ସୋସିଆଲ ମିଡିଆରେ ପ୍ରଶଂସକଙ୍କୁ ଧନ୍ୟବାଦ୍‌ ଜଣାଇଲେ କୋହଲି

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟିରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ବିରାଟ୍ କୋହଲି ଆଜି ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟ୍ଟରରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସେମିଫାଇନାଲରେ ୱେଷ୍ଟଇଣ୍ଡିଜ୍‌ ଠାରୁ ହାରି ଭାରତ ବାଦ୍‌ ପଡିଥିବା ବେଳେ ସୋସିଆଲ୍‌ ମିଡିଆରେ ଦଳକୁ ବହୁ ସହଯୋଗ ମିଳିଛି ବୋଲି ସେ ଉଲ୍ଲେଖ କରିଛନ୍ତି। କୋହଲି କହିଛନ୍ତି,“ଏକ ସ୍ମରଣଯୋଗ୍ୟ ଟୁର୍ଣ୍ଣାମେଣ୍ଟ ପାଇଁ ଧନ୍ୟବାଦ୍‌। ସମସ୍ତ ପ୍ରଶଂସକଙ୍କ ସହଯୋଗ ଓ ପ୍ରୋତ୍ସାହନ ପାଇଁ  ଧନ୍ୟବାଦ।” କୋହଲି ଭାରତର ଏକମାତ୍ର ଖେଳାଳି ଯିଏ କି […]

kohali

Rakesh Mallick
  • Published: Saturday, 02 April 2016
  • , Updated: 02 April 2016, 11:11 AM IST

ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟିରେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍‌ ବିରାଟ୍ କୋହଲି ଆଜି ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟ୍ଟରରେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସେମିଫାଇନାଲରେ ୱେଷ୍ଟଇଣ୍ଡିଜ୍‌ ଠାରୁ ହାରି ଭାରତ ବାଦ୍‌ ପଡିଥିବା ବେଳେ ସୋସିଆଲ୍‌ ମିଡିଆରେ ଦଳକୁ ବହୁ ସହଯୋଗ ମିଳିଛି ବୋଲି ସେ ଉଲ୍ଲେଖ କରିଛନ୍ତି।

କୋହଲି କହିଛନ୍ତି,“ଏକ ସ୍ମରଣଯୋଗ୍ୟ ଟୁର୍ଣ୍ଣାମେଣ୍ଟ ପାଇଁ ଧନ୍ୟବାଦ୍‌। ସମସ୍ତ ପ୍ରଶଂସକଙ୍କ ସହଯୋଗ ଓ ପ୍ରୋତ୍ସାହନ ପାଇଁ  ଧନ୍ୟବାଦ।”

କୋହଲି ଭାରତର ଏକମାତ୍ର ଖେଳାଳି ଯିଏ କି ଏହି ଟୁର୍ଣ୍ଣାମେଣ୍ଟରେ ୨୭୩ ରନ୍‌ କରିଥିବା ବେଳେ ପାକିସ୍ତାନ, ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଛନ୍ତି।

Related story