କୋକ ରାଉଳ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ  ଉଦଯାପିତ

ଫୁଲବାଣୀ: ଫୁଲବାଣୀ ସ୍ଥିତ କରୋନେସନ ପଡିଆରେ ନେତାଜୀ କ୍ଲବ ତରଫରୁ ଦୁଇ ଦିନିଆ କୋକ ରାଉଳ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ କନ୍ଧମାଳ ଏଡିଏମଙ୍କ ଦ୍ୱାରା ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଭାଗ ନେଇଥିଲେ।  ଏହି ଟୁର୍ଣ୍ଣାମେଣ୍ଟରେ ଏସୋସିଏସନ, ଜେ.ଡି କ୍ଲବକୁ ୩-୧ ଗୋଲରେ ହରାଇ ଚମ୍ପିଆନ ହୋଇଥିଲା।  ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି  ଗୃହ ନିର୍ମାଣ ଅଧ୍ୟକ୍ଷ ଶ୍ରୀ ସରୋଜ କର୍ଣ ଦୁଇ ଦଳକୁ ଟ୍ରଫିଓ ପୁରସ୍କାର ପ୍ରଦାନ କରିଥିଲେ।

f

Rakesh Mallick
  • Published: Tuesday, 04 August 2015
  • , Updated: 04 August 2015, 04:14 AM IST

Related story