ପାକିସ୍ତାନ ଯିବାକୁ ମନା କଲେ ଶ୍ରୀଲଙ୍କାର ୧୦ କ୍ରିକେଟର୍

କଲମ୍ବୋ: ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟାବର୍ତ୍ତନକୁ ପୁଣି ବଡ଼ ଝଟକା ଲାଗିଛି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପାକିସ୍ତାନ ଗସ୍ତ କରି ସେଠାରେ ସିରିଜ୍ ଖେଳିବା ପାଇଁ ସ୍ଥିର କରିଥିଲା। କିନ୍ତୁ ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଯିବାକୁ ମନା କରି ଦେଇଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରେ ଟି-୨୦ ଟିମ୍ କ୍ୟାପଟେନ୍ ଲସିଥ୍ ମାଲିଙ୍ଗା ଏବଂ ଷ୍ଟାର୍ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କ ଭଳି ବଡ଼ ନାଁ ସାମିଲ୍ ଅଛି। ତେବେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ […]

SRILANKA

SRILANKA

Ranjit Kumar Jena
  • Published: Monday, 09 September 2019
  • Updated: 09 September 2019, 09:47 PM IST

Sports

Latest News

କଲମ୍ବୋ: ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟର ପ୍ରତ୍ୟାବର୍ତ୍ତନକୁ ପୁଣି ବଡ଼ ଝଟକା ଲାଗିଛି। ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ପାକିସ୍ତାନ ଗସ୍ତ କରି ସେଠାରେ ସିରିଜ୍ ଖେଳିବା ପାଇଁ ସ୍ଥିର କରିଥିଲା। କିନ୍ତୁ ଶ୍ରୀଲଙ୍କାର ୧୦ ପ୍ରମୁଖ ଖେଳାଳି ସୁରକ୍ଷା ଦୃଷ୍ଟିକୋଣରୁ ପାକିସ୍ତାନ ଯିବାକୁ ମନା କରି ଦେଇଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରେ ଟି-୨୦ ଟିମ୍ କ୍ୟାପଟେନ୍ ଲସିଥ୍ ମାଲିଙ୍ଗା ଏବଂ ଷ୍ଟାର୍ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କ ଭଳି ବଡ଼ ନାଁ ସାମିଲ୍ ଅଛି। ତେବେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଏହି ଗସ୍ତକୁ ବାତିଲ କରିବା କିମ୍ବା ସ୍ଥଗିତ କରିବା ନେଇ କୌଣସି ନିଷ୍ପତ୍ତି ନେଇନାହିଁ।

ମିଳିଥିବା ରିପୋର୍ଟ ଅନୁଯାୟୀ, ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ଅଧିକାରୀ ସୋମବାର ଏହି ସୂଚନା ଦେଇଛନ୍ତି। ଶ୍ରୀଲଙ୍କା ବୋର୍ଡ ପକ୍ଷରୁ କୁହାଯାଇଛି ଯେ ପ୍ରାରମ୍ଭିକ ଟିମରେ ସାମିଲ୍ ଖେଳାଳିଙ୍କୁ ସେପ୍ଟେମ୍ବର ୨୭ ତାରିଖରୁ ଆରମ୍ଭ ହେବାକୁଥିବା ୬ମ୍ୟାଚ୍ ବିଶିଷ୍ଟ ସୀମିତ ଓଭର ସିରିଜ୍ ପାଇଁ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ସୂଚନା ଦିଆଯାଇଥିଲା। କିନ୍ତୁ ୧୦ଜଣ ଖେଳାଳି ଏବେ ସିରିଜରୁ ଓହରିବାକୁ ମନା କରି ଦେଇଛନ୍ତି।

ଏହି ୧୦ଜଣ ଖେଳାଳିମାନଙ୍କ ମଧ୍ୟରେ ମାଲିଙ୍ଗା ଓ ମାଥ୍ୟୁସଙ୍କ ବ୍ୟତୀତ ନିରୋଶାନ୍ ଡିକୱେଲା, କୁସଲ ପରେରା, ଧନଞ୍ଜୟ ଡି'ସିଲଭା, ଥିସାରା ପରେରା, ଅକିଲ ଧନଞ୍ଜୟ, ସୁରଙ୍ଗା ଲାକମଲ, ଦିନେଶ ଚାଣ୍ଡିମଲ୍ ଓ ଦିମୁତ କରୁଣାରତ୍ନେ ସାମିଲ୍ ଅଛନ୍ତି। ଏହି ଗସ୍ତକୁ ନେଇ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସୋମବାର ବୈଠକ କରିଥିଲା। ବୋର୍ଡ ଖେଳାଳିମାନଙ୍କ ସହ ସୁରକ୍ଷା ବ୍ୟବସ୍ଥା ସମ୍ବନ୍ଧରେ ଆଲୋଚନା କରିଥିଲା ଏବଂ ସେମାନଙ୍କୁ ବିକଳ୍ପ ବାଛିବା ପାଇଁ ପୂର୍ଣ୍ଣ ସ୍ୱାଧିନତା ମଧ୍ୟ ଦେଇଥିଲା। ଯଦି ଖେଳାଳିମାନେ ଚାହିଁବେ, ତାହେଲେ ପାକିସ୍ତାନ ଗସ୍ତ କରିପାରିବେ ନହେଲେ ନାହିଁ।

ସୂଚନାଯୋଗ୍ୟ, ୨୦୦୯ରେ ପାକିସ୍ତାନ ଗସ୍ତରେ ଥିବା ଶ୍ରୀଲଙ୍କା କ୍ରିକେଟ୍ ଟିମର ବସ୍ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଶ୍ରୀଲଙ୍କା ଖେଳାଳିମାନେ ବହୁ କଷ୍ଟରେ ନିଜର ଜୀବନ ବଞ୍ଚାଇଥିଲେ। ଏହି ଆତଙ୍କୀ ହମଲାରେ କିଛି ଶ୍ରୀଲଙ୍କା ଖେଳାଳି ଆହତ ହୋଇଥିଲେ। ଏହା ପରେ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟର ଆୟୋଜନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଥିଲା। ତେବେ ୨୦୧୫ରେ ଜିମ୍ବାୱେ ପାକିସ୍ତାନରେ ସୀମିତ ଓଭର୍ ମ୍ୟାଚ୍ ଖେଳିବା ପାଇଁ ଆସିଥିଲେ। ତେବେ ଅନ୍ୟ କୌଣସି ବଡ଼ ଟିମ୍ ପାକିସ୍ତାନ ଯିବାକୁ ରାଜି ହୋଇନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story