ଅବସରରୁ ଫେରିବେ ଏବି ଡି'ଭିଲିୟର୍ସ!

ଜୋହାନସବର୍ଗ: ଆଇସିସି କ୍ରିକେଟ୍ ବିଶ୍ୱକପ୍ ଏବଂ ଭାରତ ଗସ୍ତରେ ଖରାପ ପ୍ରଦର୍ଶନ ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ତା’ର ଟିମକୁ ନୂଆ ରୂପରେ ଗଢ଼ିବାକୁ ପ୍ରୟାସ ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ପୂର୍ବତନ କ୍ୟାପଟେନ୍ ଗ୍ରେମ୍ ସ୍ମିଥଙ୍କୁ କ୍ରିକେଟ୍ ଡାଇରେକ୍ଟର ଏବଂ ପୂର୍ବତନ ୱିକେଟକିପର ମାର୍କ ବାଉଚରଙ୍କୁ କୋଚ୍ ଭାବେ ନିଯୁକ୍ତ କରିଛି। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପରେ ଟିମ୍ କିପରି ଭଲ ପ୍ରଦର୍ଶନ କରିବ, ତାହା ଉପରେ ବୋର୍ଡ ଅଧିକ ଫୋକସ୍ […]

ab

ab

Ranjit Kumar Jena
  • Published: Sunday, 15 December 2019
  • Updated: 15 December 2019, 05:51 PM IST

ଜୋହାନସବର୍ଗ: ଆଇସିସି କ୍ରିକେଟ୍ ବିଶ୍ୱକପ୍ ଏବଂ ଭାରତ ଗସ୍ତରେ ଖରାପ ପ୍ରଦର୍ଶନ ପରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ତା'ର ଟିମକୁ ନୂଆ ରୂପରେ ଗଢ଼ିବାକୁ ପ୍ରୟାସ ଆରମ୍ଭ କରିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ପୂର୍ବତନ କ୍ୟାପଟେନ୍ ଗ୍ରେମ୍ ସ୍ମିଥଙ୍କୁ କ୍ରିକେଟ୍ ଡାଇରେକ୍ଟର ଏବଂ ପୂର୍ବତନ ୱିକେଟକିପର ମାର୍କ ବାଉଚରଙ୍କୁ କୋଚ୍ ଭାବେ ନିଯୁକ୍ତ କରିଛି।

ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପରେ ଟିମ୍ କିପରି ଭଲ ପ୍ରଦର୍ଶନ କରିବ, ତାହା ଉପରେ ବୋର୍ଡ ଅଧିକ ଫୋକସ୍ କରିଛି। ତେଣୁ ଏହା ପୂର୍ବରୁ ଟିମକୁ ଟ୍ରାକକୁ ଆଣିବା ପାଇଁ ଦକ୍ଷିଣ ଆଫ୍ରିକା ବଡ଼ ନିଷ୍ପତ୍ତି ନେଇଛି। ବୋର୍ଡ ତା'ର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଏବି ଡି'ଭିଲିୟର୍ସଙ୍କୁ ସନ୍ନ୍ୟାସରୁ ଫେରିବାକୁ କହିପାରେ। ତେବେ ଏହା ଖୋଦ୍ ଦକ୍ଷିଣ ଆଫ୍ରିକାର ନୂଆ କୋଚ୍ ମାର୍କ ବାଉଚର୍ କହିଛନ୍ତି।

ବାଉଚର କହିଛନ୍ତି, ବିଶ୍ୱକପ୍ ଭଳି ବଡ଼ ଟୁର୍ଣ୍ଣାମେଣ୍ଟରେ ଖେଳିବାକୁ ହେଲେ ଶ୍ରେଷ୍ଠ ଖେଳାଳିଙ୍କ ଆବଶ୍ୟକତା ପଡ଼ିଥାଏ। ମୋ ମତରେ ଡି'ଭିଲିୟର୍ସ ଦେଶର ସବୁଠାରୁ ଭଲ ଖେଳାଳି ଏବଂ ଏଭଳି ସ୍ଥିତିରେ ତାଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ କୁହାଯାଇପାରେ। ବିଶେଷକରି ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଅନୁରୋଧ କରିବି। ଏହାଛଡ଼ା ଅନ୍ୟ କିଛି ଖେଳାଳିଙ୍କୁ ମଧ୍ୟ ଏହିପରି ଅନୁରୋଧ କରିବି। ଯଦି ଏଭଳି କିଛି ମାମଲାକୁ ସମାଧାନ କରିବାକୁ ପଡ଼େ, ତାହାହେଲେ ଏଥିପାଇଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ। ମୋ ମତରେ କ୍ରିକେଟଠାରୁ ବଡ଼ କିଛି ନାହିଁ। ତେଣୁ ଦକ୍ଷିଣ ଆଫ୍ରିକା ଟିମକୁ ଏବେ କିଛି ଅଭିଜ୍ଞ ଖେଳାଳିଙ୍କ ଆବଶ୍ୟକତା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story