ଜାତୀୟ କ୍ରୀଡ଼ା ପୁରସ୍କାର ଚୟନକମିଟି ପ୍ୟାନେଲରେ ମ୍ୟାରୀ କମ୍

ନୂଆଦିଲ୍ଲୀ: ଚଳିତ ବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ୧୨ଜଣିଆ ଚୟନକମିଟି ପ୍ୟାନେଲ୍ ଗଠନ କରାଯାଇଛି। ଏହି ପ୍ୟାନେଲରେ ୬ଥରର ବିଶ୍ୱ ଚାମ୍ପିୟନ୍ ବକ୍ସର ଏମସି ମ୍ୟାରୀ କମ୍ ଏବଂ ପୂର୍ବତନ ଫୁଟବଲ୍ କ୍ୟାପଟେନ୍ ବାଇଚୁଙ୍ଗ ଭୂତିଆ ସାମିଲ୍ ଅଛନ୍ତି। ଜାତୀୟ କ୍ରୀଡ଼ା ପୁରସ୍କାର ଅଗଷ୍ଟ ୨୯ ତାରିଖରେ ହକି ଯାଗୁଦର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରଦାନ କରାଯାଇଥାଏ। ଏହି ଦିନକୁ ମଧ୍ୟ ଜାତୀୟ କ୍ରୀଡ଼ା ଦିବସ କୁହାଯାଏ। କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, […]

mary-kom

mary-kom

Ranjit Kumar Jena
  • Published: Thursday, 08 August 2019
  • Updated: 08 August 2019, 06:15 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ୧୨ଜଣିଆ ଚୟନକମିଟି ପ୍ୟାନେଲ୍ ଗଠନ କରାଯାଇଛି। ଏହି ପ୍ୟାନେଲରେ ୬ଥରର ବିଶ୍ୱ ଚାମ୍ପିୟନ୍ ବକ୍ସର ଏମସି ମ୍ୟାରୀ କମ୍ ଏବଂ ପୂର୍ବତନ ଫୁଟବଲ୍ କ୍ୟାପଟେନ୍ ବାଇଚୁଙ୍ଗ ଭୂତିଆ ସାମିଲ୍ ଅଛନ୍ତି। ଜାତୀୟ କ୍ରୀଡ଼ା ପୁରସ୍କାର ଅଗଷ୍ଟ ୨୯ ତାରିଖରେ ହକି ଯାଗୁଦର ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରଦାନ କରାଯାଇଥାଏ। ଏହି ଦିନକୁ ମଧ୍ୟ ଜାତୀୟ କ୍ରୀଡ଼ା ଦିବସ କୁହାଯାଏ।

କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଚଳିତ ବର୍ଷ ଆମେ ସବୁ ପୁରସ୍କାର ପାଇଁ ଏକ ଚୟନ କମିଟିର ବିଚାରକୁ ଆପଣାଇବୁ। ଆମକୁ ଲାଗୁଛି ଯେ, ଅଧିକ କମିଟି ଅନାବଶ୍ୟକ, କାରଣ ଏହା ଦ୍ୱାରା ସବୁକିଛି କଷ୍ଟକର ହୋଇଥାଏ ଏବଂ ପରେ ବିବାଦ ସୃଷ୍ଟି ହୋଇଥାଏ।

ଏହି ୧୨ ଜଣିଆ କମିଟିର ଅଧ୍ୟକ୍ଷତା କରିବେ ସୁପ୍ରିମ୍ କୋର୍ଟର ଅବସରପ୍ରାପ୍ତ ଜଷ୍ଟିସ୍ ମୁକୁନ୍ଦକମ୍ ଶର୍ମା, ଯେଉଁଥିରେ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ)ର ଡାଇରେକ୍ଟର ଜେନେରାଲ୍ ସନ୍ଦୀପ ପ୍ରଧାନ, ଟାର୍ଗେଟ୍ ଅଲିମ୍ପିକ୍ ପୋଡିୟମ ସ୍କିମ୍ (ଟପ୍ସ)ର ସିଇଓ କମାଣ୍ଡର୍ ରାଜେଶ ରାଜାଗୋପାଲନ୍, ମ୍ୟାରୀ କମ୍, ଭୂତିଆ, ପୂର୍ବତନ ମହିଳା କ୍ରିକେଟ୍ ଟିମ୍ କ୍ୟାପଟେନ୍ ଅଞ୍ଜୁମ ଚୋପ୍ରା, ୱାର୍ଲ୍ଡ ଚାମ୍ପିଅନ୍ ବ୍ରୋଞ୍ଜ ମେଡାଲିଷ୍ଟ ଜମ୍ପର୍ ଅଞ୍ଜୁ ବବି ଜର୍ଜ ଓ ଟେବୁଲ୍ ଟେନିସ୍ କୋଚ୍ କମଲେଶ ମେହଟ୍ଟା ଅଛନ୍ତି।

ଏହାବ୍ୟତୀତ କମିଟିରେ ଦୁଇଜଣ ମିଡିଆ କର୍ମୀ ମଧ୍ୟ ଅଛନ୍ତି। ସେମାନେ ହେଲେ ଟାଇମ୍ସ ଗ୍ରୁପ୍ (ଡିଜିଟାଲ୍)ର ଚିଫ୍ ଏଡିଟର୍ ରାଜେଶ କାଲରା ଓ ପ୍ରସିଦ୍ଧା କମେଣ୍ଟେଟର୍ ଚାରୁ ଶର୍ମା। ଏହି କମିଟି ଜାତୀୟ କ୍ରୀଡ଼ା ପୁରସ୍କାର ଯଥା ରାଜୀବ ଗାନ୍ଧି ଖେଳ ରତ୍ନ, ଅର୍ଜୁନ ପୁରସ୍କାର, ଦ୍ରୋଣାଚାର୍ଯ୍ୟ ପୁରସ୍କାର (କେବଳ କୋଚ୍), ଧ୍ୟାନ ଚାନ୍ଦ ପୁରସ୍କାର (ଲାଇଫଟାଇମ୍ ଆଚିଭମେଣ୍ଟ୍) ଓ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାରର ବିଜେତାଙ୍କୁ ଚୟନ କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story