ମ୍ୟାଚ୍‌ ଆୟୋଜନ କରି ଜେଲ୍‌ ଯିବାକୁ ପ୍ରସ୍ତୁତ: ଆଶୀର୍ବାଦ

କଟକ: ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ ଆୟୋଜନରେ କିଛି ଲୋକ ବିଭ୍ରାଟ ସୃଷ୍ଟି କରୁଛନ୍ତି। ମ୍ୟାଚ୍‌ ଆୟୋଜନ ଓଡ଼ିଶା ପାଇଁ ସମ୍ମାନର ପ୍ରଶ୍ନ। ଏଥିପାଇଁ ସମସ୍ତେ ହାତ ବଢାଇବା ଦରକାର। ମ୍ୟାଚ୍‌ ଆୟୋଜନ କରି ଯଦି ଜେଲ୍‌ ଯିବାକୁ ପଡେ ମୁଁ ପ୍ରସ୍ତୁତ ଅଛି ବୋଲି ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆଶୀର୍ବାଦ କହିଛନ୍ତି,“ଟିକେଟରେ ମୋ ଦସ୍ତଖତ ଥିବା ନେଇ ସୁବ୍ରତ ନନ୍ଦା ନାକ ଜଣେ ବ୍ୟକ୍ତିଙ୍କ ଅଭିଯୋଗକୁ ଏକ […]

asirbada

asirbada

Rakesh Mallick
  • Published: Friday, 13 January 2017
  • Updated: 13 January 2017, 04:59 PM IST

Sports

Latest News

କଟକ: ବାରବାଟୀରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ ଆୟୋଜନରେ କିଛି ଲୋକ ବିଭ୍ରାଟ ସୃଷ୍ଟି କରୁଛନ୍ତି। ମ୍ୟାଚ୍‌ ଆୟୋଜନ ଓଡ଼ିଶା ପାଇଁ ସମ୍ମାନର ପ୍ରଶ୍ନ। ଏଥିପାଇଁ ସମସ୍ତେ ହାତ ବଢାଇବା ଦରକାର। ମ୍ୟାଚ୍‌ ଆୟୋଜନ କରି ଯଦି ଜେଲ୍‌ ଯିବାକୁ ପଡେ ମୁଁ ପ୍ରସ୍ତୁତ ଅଛି ବୋଲି ପୂର୍ବତନ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରା କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଆଶୀର୍ବାଦ କହିଛନ୍ତି,“ଟିକେଟରେ ମୋ ଦସ୍ତଖତ ଥିବା ନେଇ ସୁବ୍ରତ ନନ୍ଦା ନାକ ଜଣେ ବ୍ୟକ୍ତିଙ୍କ ଅଭିଯୋଗକୁ ଏକ ନିର୍ଦ୍ଦିଷ୍ଟ ଖବରକାଗଜ ପ୍ରକାଶ କରୁଛି। ସୁପ୍ରିମକୋର୍ଟ ଗତ ୨ ତାରିଖରେ ଯେଉଁ ନିର୍ଦ୍ଦେଶ ଦେଲେ ଆମେ ତାକୁ ସମ୍ମାନ ଜଣାଇଛୁ। ଆମେ କହି ଅଫିସ ଯାଉନାହୁଁ। ଓସିଏର ଆମେ ୧୭୩ ଜଣ ସଦସ୍ୟ ଅଛୁ। ସମସ୍ତେ ଆସନ୍ତା ୧୯ ତାରିଖରେ କେମିତି ଖେଳ ସୁରୁଖୁରୁରେ ଆୟୋଜନ ହେବ ସେଥିପାଇଁ କାର୍ଯ୍ୟ କରୁଛୁ।”

ସେ କହିଛନ୍ତି,“ମ୍ୟାଚ୍‌ ପାଇଁ ୩ ମାସ ଆଗରୁ ପ୍ରସ୍ତୁତି ଆରମ୍ଭ ହୋଇଥାଏ। ଟିକେଟ୍‌ ବେଙ୍ଗାଲୁରୁରେ ଛପା ଯାଇଥାଏ। ଏଥିପାଇଁ ୨ ମାସ ପୂର୍ବରୁ ଆମେ ଅର୍ଡର ଦେଇଥିଲୁ। ୬ ତାରିଖରେ ଟିକେଟ ଆସି କଟକରେ ପହଞ୍ଚିଲା। ସୁପ୍ରିମକୋର୍ଟ ୨ ତାରିଖରେ ତାଙ୍କ ନିଷ୍ପତ୍ତି ଶୁଣାଇଥିଲେ। ସାଧାରଣ ସମ୍ପାଦକ ଭାବେ ସେଥିରେ ମୋର ଦସ୍ତଖତ ରହିଯାଇଛି। ଓଡ଼ିଶାରେ ଖେଳ ହେବା ଆମ ଦାୟିତ୍ୱ। ଖେଳ ଆୟୋଜନ କରି ମତେ ଜେଲ ଯିବାକୁ ପଡେ ମୁଁ ପଛାଇବି ନାହିଁ।”

ସେ ଆହୁରି କହିଛନ୍ତି,“ଆସନ୍ତା ଦୁଇଦିନ ଛୁଟି ଥିବାରୁ କୋରିଅରରେ ଟିକେଟ୍‌ ଯାଇପାରିବ ନାହିଁ। ତେଣୁ ଯେଉଁମାନେ କୋରିଅରରେ ଟିକେଟ୍‌ ପାଇବା କଥା ମ୍ୟାଚର ୨ ଦିନ ପୂର୍ବରୁ କେମ୍ବ୍ରିଜ୍‌ ସ୍କୁଲରୁ ସେମାନଙ୍କ ଟିକେଟ୍‌ ନେଇଯିବାକୁ କୁହାଯାଇଛି।”

କାହାର ନାମ ନ ନେଇ ଆର୍ଶୀବାଦ ଏକ ଖବରକାଗଜକୁ ଟାର୍ଗେଟ କରିଛନ୍ତି। ଏହି ଖବରକାଗଜ ସୁବ୍ରତ ନନ୍ଦାଙ୍କୁ ହାତ କରି ଏଣୁ ତେଣୁ ଖବର ପ୍ରକାଶ କରୁଛି। ସେ (ସୁବ୍ରତ ନନ୍ଦା) ଏକ ଭଣ୍ଡ ସଂସ୍ଥା କରିଛି। ସମ୍ପୃକ୍ତ ଖବରକାଗଜ କର୍ତ୍ତୃପକ୍ଷ ତାଙ୍କୁ ମୋହରା କରି ଜନସାଧାରଣଙ୍କୁ ବିଭ୍ରାନ୍ତିକର ତଥ୍ୟ ଦେବାରୁ କ୍ଷାନ୍ତ ରହିବାକୁ ସେ ଅନୁରୋଧ କରିଛନ୍ତି।

ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସେ ଆଇନର ଆଶ୍ରୟ ନେବି ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story