ଦିନିକିଆ ସିରିଜ୍ ପୋଛିନେଲା ଶ୍ରୀଲଙ୍କା

କଲମ୍ବୋ: ଆଞ୍ଜେଲୋ ମାଥ୍ୟୁସଙ୍କ ଦମଦାର ବ୍ୟାଟିଂ ଓ ବୋଲରଙ୍କ ଶାଣିତ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ଏଠାରେ ଅନୁଷ୍ଠିତ ତୃତୀୟ ତଥା ଶେଷ ଦିନିକିଆରେ ବାଂଲାଦେଶକୁ ୧୨୨ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି। ଆର୍. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୨୯୪ ରନ୍ କରିଥିଲା। ଟିମ୍ ପକ୍ଷରୁ ମାଥ୍ୟୁସ୍ ସର୍ବାଧିକ ୮୭ (୯୦ ବଲ୍, ୮ […]

SRI

SRI

Ranjit Kumar Jena
  • Published: Wednesday, 31 July 2019
  • Updated: 31 July 2019, 10:22 PM IST

Sports

Latest News

କଲମ୍ବୋ: ଆଞ୍ଜେଲୋ ମାଥ୍ୟୁସଙ୍କ ଦମଦାର ବ୍ୟାଟିଂ ଓ ବୋଲରଙ୍କ ଶାଣିତ ପ୍ରଦର୍ଶନ ବଳରେ ଶ୍ରୀଲଙ୍କା ଏଠାରେ ଅନୁଷ୍ଠିତ ତୃତୀୟ ତଥା ଶେଷ ଦିନିକିଆରେ ବାଂଲାଦେଶକୁ ୧୨୨ ରନରେ ହରାଇ ତିନିମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ପୋଛି ନେଇଛି। ଆର୍. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା

ଏହି ମୁକାବିଲାରେ ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୨୯୪ ରନ୍ କରିଥିଲା। ଟିମ୍ ପକ୍ଷରୁ ମାଥ୍ୟୁସ୍ ସର୍ବାଧିକ ୮୭ (୯୦ ବଲ୍, ୮ ଚୌକା, ୧ ଛକା) ରନ୍ କରିଥିବା ବେଳେ କୁଶଲ ମେଣ୍ଡିସ୍ ୫୪ (୫୮ ବଲ୍, ୫ ଚୌକା, ୧ ଛକା), କ୍ୟାପଟେନ୍ ଦିମୁତ କରୁଣାରତ୍ନେ ୪୬, କୁଶଲ ପରେରା ୪୨ ରନ୍ କରିଥିଲେ।

ଶେଷଭାଗରେ ଦାସୁନ୍ ଶନକା ମାତ୍ର ୧୪ ବଲରେ ୩୦ (୨ ଚୌକା, ୨ ଛକା) ରନ୍ କରି ଶ୍ରୀଲଙ୍କାକୁ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ। ଶ୍ରୀଲଙ୍କା ତା'ର ଶେଷ ୧୦ ଓଭରରେ ୧୦୬ ରନ୍ ସଂଗ୍ରହ କରିଥିଲା। ବାଂଲାଦେଶ ପକ୍ଷରୁ ସାଫିଉଲ୍ ଇସଲାମ୍ ଓ ସୌମ୍ୟ ସରକାର ୩ଟି ଲେଖାଏ ୱିକେଟ୍ ନେଇଥିଲେ।

୨୯୫ ରନର ଲକ୍ଷ୍ୟର ପିଛା କରୁଥିବା ବାଂଲାଦେଶ ୩୬ ଓଭରରେ ସମସ୍ତ ୱିକେଟ୍ ୧୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ସୌମ୍ୟ ସରକାର ସର୍ବାଧିକ ୬୯ ଓ ତାଇଜୁଲ୍ ଇସଲାମ୍ ଅପରାଜିତ ୩୯ ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇନଥିଲେ। ଶ୍ରୀଲଙ୍କା ପକ୍ଷରୁ ଶନକା ୩ଟି, ରଜିଥା ଓ ଲାହିରୁ କୁମାରା ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ। ମାଥ୍ୟୁସଙ୍କୁ ଉଭୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ବିବେଚିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story