ମ୍ୟାଇନ୍ ନିକୋଲାସଙ୍କୁ ୭ ବର୍ଷ ପାଇଁ ନିଲମ୍ବନ କଲା ଫିଫା

ଜ୍ୟୁରିକ୍: ସୋମବାର ଇଣ୍ଟରନ୍ୟାସନାଲ ଫେଡରେସନ ଅଫ୍ ଆସୋସିଏସନ ଫୁଟବଲ (ଫିଫା)ର ପୂର୍ବତନ ବିଡ୍ ଇଭାଲୁଏସନ କମିଟି ମୁଖ୍ୟ ହେଲାଲ୍ଡ ମ୍ୟାଇନ୍-ନିକୋଲାସଙ୍କୁ ୭ ବର୍ଷ ପାଇଁ ନିଲମ୍ବନ କରାଯାଇଛି। ଆସନ୍ତା ୨୦୧୮ ଓ ୨୦୨୨ ଫିଫା ବିଶ୍ୱକପ ସହ କୌଣସି ଫୁଲବଲ ପ୍ରସଙ୍ଗରେ ତାଙ୍କ ଅର୍ନ୍ତଭୁକ୍ତକୁ ବାରଣ କରାଯାଇଛି। ୨୦୨୨ରେ ଫିଫା ବିଶ୍ୱକପ କତାର ହେବା ନେଇ ମ୍ୟାଇନ୍ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଫିଫାର ସ୍ୱର୍ଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାକୁ ନେଇ କିଛିଦିନ […]

fifa

fifa

Rakesh Mallick
  • Published: Tuesday, 07 July 2015
  • Updated: 07 July 2015, 03:53 PM IST

Sports

Latest News

ଜ୍ୟୁରିକ୍: ସୋମବାର ଇଣ୍ଟରନ୍ୟାସନାଲ ଫେଡରେସନ ଅଫ୍ ଆସୋସିଏସନ ଫୁଟବଲ (ଫିଫା)ର ପୂର୍ବତନ ବିଡ୍ ଇଭାଲୁଏସନ କମିଟି ମୁଖ୍ୟ ହେଲାଲ୍ଡ ମ୍ୟାଇନ୍-ନିକୋଲାସଙ୍କୁ ୭ ବର୍ଷ ପାଇଁ ନିଲମ୍ବନ କରାଯାଇଛି। ଆସନ୍ତା ୨୦୧୮ ଓ ୨୦୨୨ ଫିଫା ବିଶ୍ୱକପ ସହ କୌଣସି ଫୁଲବଲ ପ୍ରସଙ୍ଗରେ ତାଙ୍କ ଅର୍ନ୍ତଭୁକ୍ତକୁ ବାରଣ କରାଯାଇଛି। ୨୦୨୨ରେ ଫିଫା ବିଶ୍ୱକପ କତାର ହେବା ନେଇ ମ୍ୟାଇନ୍ ଦୁର୍ନୀତି କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ଫିଫାର ସ୍ୱର୍ଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାକୁ ନେଇ କିଛିଦିନ ହେଲା ବିଶ୍ୱସ୍ତରରେ ଆଲୋଡନ ସୃଷ୍ଟି ହୋଇଥିଲା।ଏନେଇ ସୋମବାର ଜ୍ୟୁରିକରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମ୍ୟାଇନ୍-ନିକୋଲାସଙ୍କୁ କନଫିଡେଣ୍ଟାଲ ଆଇନକୁ ଉହ୍ଲଙ୍ଗନ କରିଥିବା ଅଭିଯୋଗରେ ନିଲମ୍ବନ କରାଯାଇଛି।

ଫିଫାର ନିୟମକୁ ଉହ୍ଲଙ୍ଗନ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଫିଫାର ବରିଷ୍ଠ କର୍ମଚାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story