ବିବିଏଲ୍‌: ପ୍ରଥମ ଥର ପାଇଁ ମେଲବର୍ଣ୍ଣ ରେନେଗେଡ୍ସ ଚାମ୍ପିଅନ୍‌

ମେଲବର୍ଣ୍ଣ: ବିଗ୍‌ ବ୍ୟାଶ୍ ଲିଗ୍‌ରେ ନାଲି ଜର୍ସିରେ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ଥର ପାଇଁ ଚାମ୍ପିଅନ୍‌ ହୋଇଛି ମେଲବର୍ଣ୍ଣ ରେନେଗେଡ୍ସ। ନିଜର ହୋମ୍‌ଗ୍ରାଉଣ୍ଡ ମେଲବର୍ଣ୍ଣ ସହରର ଡୋକ୍‌ଲାସ୍‌ ଷ୍ଟାଡିଅମ୍‌ରେ ମେଲବର୍ଣ୍ଣ ଷ୍ଟାର୍ସ ବିରୋଧରେ ୧୩ ରନ୍‌ରେ ବିଜୟ ହାସଲ କରିଛି ରେନେଗେଡ୍ସ। ସମଗ୍ର ମ୍ୟାଚ୍‌ରେ ଚାପଗ୍ରସ୍ତ ରହିଥିବା ରେନେଗେଡ୍ସ ଶେଷ ୯ ଓଭରରେ ହିଁ ମ୍ୟାଚ୍‌କୁ ନିଜ କବ୍‌ଜାକୁ ଆଣିଥିଲା। ଦ୍ୱିତୀୟ ଥର ପାଇଁ ଷ୍ଟାର୍ସ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଏହି ମ୍ୟାଚ୍‌ରେ ପ୍ରମୁଖ […]

bbl

bbl

Subrat Kumar Nayak
  • Published: Sunday, 17 February 2019
  • Updated: 17 February 2019, 08:32 PM IST

Sports

Latest News

ମେଲବର୍ଣ୍ଣ: ବିଗ୍‌ ବ୍ୟାଶ୍ ଲିଗ୍‌ରେ ନାଲି ଜର୍ସିରେ ଚମତ୍କାର ପ୍ରଦର୍ଶନ କରି ପ୍ରଥମ ଥର ପାଇଁ ଚାମ୍ପିଅନ୍‌ ହୋଇଛି ମେଲବର୍ଣ୍ଣ ରେନେଗେଡ୍ସ। ନିଜର ହୋମ୍‌ଗ୍ରାଉଣ୍ଡ ମେଲବର୍ଣ୍ଣ ସହରର ଡୋକ୍‌ଲାସ୍‌ ଷ୍ଟାଡିଅମ୍‌ରେ ମେଲବର୍ଣ୍ଣ ଷ୍ଟାର୍ସ ବିରୋଧରେ ୧୩ ରନ୍‌ରେ ବିଜୟ ହାସଲ କରିଛି ରେନେଗେଡ୍ସ। ସମଗ୍ର ମ୍ୟାଚ୍‌ରେ ଚାପଗ୍ରସ୍ତ ରହିଥିବା ରେନେଗେଡ୍ସ ଶେଷ ୯ ଓଭରରେ ହିଁ ମ୍ୟାଚ୍‌କୁ ନିଜ କବ୍‌ଜାକୁ ଆଣିଥିଲା।

ଦ୍ୱିତୀୟ ଥର ପାଇଁ ଷ୍ଟାର୍ସ ରନର୍ସଅପ୍‌ରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି। ଏହି ମ୍ୟାଚ୍‌ରେ ପ୍ରମୁଖ ପ୍ରଦର୍ଶନକାରୀ ଡାନିଏଲ ଖ୍ରୀଷ୍ଟିଆନ୍‌ ବ୍ୟାଟିଂରେ ଭଲ ପ୍ରଦର୍ଶନ କରିବା ସହିତ ବୋଲିଂରେ ମଧ୍ୟ ୨ଟି ୱିକେଟ୍‌ ନେଇ ଦଳକୁ ଜିତାଇବାରେ ବଡ଼ ଭୂମିକା ନେଇଥିଲେ।

୧୪୬ ରନ୍‌ର ପିଚ୍ଛା କରି ଷ୍ଟାର୍ସ ପକ୍ଷରୁ ବେନ୍‌ ଡକ୍‌ ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ମାର୍କସ ଷ୍ଟୋଇନିସ୍‌ ୩୯ ରନ୍‌ ଯୋଡ଼ିଥିଲେ। ଫଳରେ ଦଳକୁ ୯୩ ରନ୍‌ର ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଏହାପରେ ୧୩ଶ ଓଭରରେ କ୍ୟାମେରନ୍‌ ବୟେସ୍‌ ଷ୍ଟାର୍ସର ଗଡ଼ ଭୁଶୁଡ଼ାଇବା ଆରମ୍ଭ କରିଥିଲେ।

ପିଟର ହ୍ୟାଣ୍ଡସକମ୍ବ ଶୂନରେ ରନ୍‌ ଆଉଟ୍‌ ହୋଇଥିବାବେଳେ ଏହାପରେ ନିୟମିତ ଭାବରେ ୱିକେଟ୍ ପଡ଼ିବାକୁ ଲାଗିଥିଲା। ୩୦ଟି ବଲ୍‌ରେ ସମୁଦାୟ ୭ଟି ୱିକେଟ୍‌ ଚାଲିଯାଇଥିଲା। ଫଳରେ ଷ୍ଟାର୍ସ ଏହି ମ୍ୟାଚ୍‌କୁ ୧୩ ରନ୍‌ରେ ହାରିଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story