ପାକ୍ କ୍ରିକେଟରଙ୍କୁ ବିରିୟାନୀ ମନା

କରାଚୀ: ପାକିସ୍ତାନର ନୂଆ ମୁଖ୍ୟ କୋଚ୍ ମିସବା-ଉଲ୍-ହକ୍ ନିଜ ଟିମର ଫିଟନେସକୁ ବଢ଼ାଇବା ପାଇଁ ଖେଳାଳିଙ୍କୁ ବିରିୟାନୀ ଓ ମିଠାଜନିତ ଖାଦ୍ୟ ଖାଇବାକୁ ମନା କରିଛନ୍ତି। ୱାର୍ଲ୍ଡ କପ୍ ବେଳେ ଭାରତ ବିପକ୍ଷ ପରାଜୟ ପରେ ପାକିସ୍ତାନ ପ୍ରଶଂସକମାନେ ନିଜ ଖେଳାଳିଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଥିଲେ। ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଜଣେ ପ୍ରଶଂସକ କହିଥିଲେ ଯେ ମ୍ୟାଚ୍ ପୂର୍ବରୁ ସବୁ ଖେଳାଳି ପିଜ୍ଜା ଓ ବର୍ଗର ଖାଆନ୍ତି, ଯେଉଁକାରଣରୁ ସେମାନେ ଫିଲ୍ଡରେ […]

pak

pak

Ranjit Kumar Jena
  • Published: Tuesday, 17 September 2019
  • Updated: 17 September 2019, 07:51 PM IST

Sports

Latest News

କରାଚୀ: ପାକିସ୍ତାନର ନୂଆ ମୁଖ୍ୟ କୋଚ୍ ମିସବା-ଉଲ୍-ହକ୍ ନିଜ ଟିମର ଫିଟନେସକୁ ବଢ଼ାଇବା ପାଇଁ ଖେଳାଳିଙ୍କୁ ବିରିୟାନୀ ଓ ମିଠାଜନିତ ଖାଦ୍ୟ ଖାଇବାକୁ ମନା କରିଛନ୍ତି। ୱାର୍ଲ୍ଡ କପ୍ ବେଳେ ଭାରତ ବିପକ୍ଷ ପରାଜୟ ପରେ ପାକିସ୍ତାନ ପ୍ରଶଂସକମାନେ ନିଜ ଖେଳାଳିଙ୍କ ଫିଟନେସକୁ ନେଇ ପ୍ରଶ୍ନ ଉଠାଇଥିଲେ। ସୋଶାଲ ମିଡିଆରେ ଭାଇରାଲ୍ ହୋଇଥିବା ଏକ ଭିଡିଓରେ ଜଣେ ପ୍ରଶଂସକ କହିଥିଲେ ଯେ ମ୍ୟାଚ୍ ପୂର୍ବରୁ ସବୁ ଖେଳାଳି ପିଜ୍ଜା ଓ ବର୍ଗର ଖାଆନ୍ତି, ଯେଉଁକାରଣରୁ ସେମାନେ ଫିଲ୍ଡରେ ଅଳସୁଆ ଲାଗନ୍ତି।

ରିପୋର୍ଟ ଅନୁଯାୟୀ, ମିସବା ଜାତୀୟ କ୍ୟାମ୍ପ୍ ଏବଂ ଘରୋଇ ଟୁର୍ଣ୍ଣାମେଣ୍ଟରେ ଡାଏଟ୍ ବଦଳାଇବାକୁ କହିଛନ୍ତି, ଯଦ୍ଦ୍ୱାରା ଟିମରେ ନୂଆ ଫିଟନେସ୍ କଲଚର୍ ଆପଣା ଯିବ। ବିଶେଷକରି ସେ ଖେଳାଳିମାନଙ୍କୁ ବିରିୟାନୀ ଓ ମିଠା ଖାଇବାକୁ ରୋକଠୋକ୍ ମନା କରିଛନ୍ତି।

ପାକିସ୍ତାନର ଜଣେ ସାମ୍ବାଦିକ ସାଜ୍ ସାଦିକ୍ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି, ଖବର ମିଳିଛି ଯେ ମିସବା ଘରୋଇ ଟୁର୍ଣ୍ଣାମେଣ୍ଟ ଏବଂ ଜାତୀୟ ଶିବିରରେ ଖେଳାଳିମାନଙ୍କ ପାଇଁ ଆହାର ଏବଂ ପୋଷଣର ଯୋଜନାରେ ପରିବର୍ତ୍ତନ କରିଛନ୍ତି। ଏବେ ଖେଳାଳିଙ୍କ ଖାଇବା ମେନ୍ୟୁରେ ବିରିୟାନୀ ଏବଂ ମିଠା ରହିବ ନାହିଁ। ମିସବା ଓ ୱକାର ୟୁନିସଙ୍କ ମାର୍ଗଦର୍ଶନରେ ପାକିସ୍ତାନ ତା'ର ପ୍ରଥମ ସିରିଜରେ ଶ୍ରୀଲଙ୍କାକୁ ଭେଟିବ। ପାକିସ୍ତାନ ନିଜ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ସିରିଜ୍ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story