ଏଚସିଏ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଆଝାରୁଦ୍ଦିନ

ହାଇଦ୍ରାବାଦ: ଭାରତର ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ୍ ସଂଘ (ଏଚସିଏ)ର ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୭ ତାରିଖରେ ଏଚସିଏର ନିର୍ବାଚନ ହେବ। ଦୁଇବର୍ଷ ପୂର୍ବେ ଆଝାରୁଦ୍ଦିନଙ୍କ ପ୍ରାର୍ଥିପତ୍ର ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଖାରଜ କରିଦିଆଯାଇଥିଲା, କାରଣ ବିସିସିଆଇ ଦ୍ୱାରା ତାଙ୍କ ବିରୋଧରେ ଲଗାଯାଇଥିବା ମ୍ୟାଚ୍ ଫିକ୍ସିଂ ମାମଲାରେ ସେ ପ୍ରମାଣ ପୈଠ କରିପାରିନଥିଲେ। ଆଝାର ବୁଧବାର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଭିଏସ୍ ସମ୍ପତଙ୍କୁ ନିଜର ପ୍ରାର୍ଥିପତ୍ର ପ୍ରଦାନ […]

azar

azar

Ranjit Kumar Jena
  • Published: Thursday, 19 September 2019
  • Updated: 19 September 2019, 07:28 PM IST

Sports

Latest News

ହାଇଦ୍ରାବାଦ: ଭାରତର ପୂର୍ବତନ କ୍ୟାପଟେନ୍ ମହମ୍ମଦ ଆଝାରୁଦ୍ଦିନ ହାଇଦ୍ରାବାଦ କ୍ରିକେଟ୍ ସଂଘ (ଏଚସିଏ)ର ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆସନ୍ତା ୨୭ ତାରିଖରେ ଏଚସିଏର ନିର୍ବାଚନ ହେବ। ଦୁଇବର୍ଷ ପୂର୍ବେ ଆଝାରୁଦ୍ଦିନଙ୍କ ପ୍ରାର୍ଥିପତ୍ର ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଖାରଜ କରିଦିଆଯାଇଥିଲା, କାରଣ ବିସିସିଆଇ ଦ୍ୱାରା ତାଙ୍କ ବିରୋଧରେ ଲଗାଯାଇଥିବା ମ୍ୟାଚ୍ ଫିକ୍ସିଂ ମାମଲାରେ ସେ ପ୍ରମାଣ ପୈଠ କରିପାରିନଥିଲେ।

ଆଝାର ବୁଧବାର ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଭିଏସ୍ ସମ୍ପତଙ୍କୁ ନିଜର ପ୍ରାର୍ଥିପତ୍ର ପ୍ରଦାନ କରିଛନ୍ତି। ଆଝାର କହିଛନ୍ତି, ମୁଁ ସମସ୍ତଙ୍କ ପରାମର୍ଶ ନେଇ କ୍ରିକେଟର ବିକାଶ ଦିଗରେ କାମ କରିବାକୁ ଚାହେଁ। ଏହାଛଡ଼ା ଜିଲ୍ଲାସ୍ତରରେ ବିକାଶ ପାଇଁ ମୁଁ କିଛି କରିବାକୁ ଚାହୁଁଛି। ଉପାଧ୍ୟକ୍ଷ ପଦ ପାଇଁ ପୂର୍ବତନ କ୍ରିକେଟ୍ ପ୍ରଶାସକ ପିଆର୍ ମାନ୍ ସିଂହଙ୍କ ପୁଅ ବିକ୍ରମ ସିଂହ ମାନ୍ ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ସମ୍ପାଦକ ପାଇଁ ଅଜମଲ୍ ଅସଦ୍, ଯୁଗ୍ମସମ୍ପାଦକ ପାଇଁ ପି. ଶ୍ରୀନିବାସ, କୋଷାଧ୍ୟକ୍ଷ ପାଇଁ ଜି. ଶ୍ରୀନିବାସ ଏବଂ କାଉନସିଲର ପାଇଁ ପି. ଅନୁରାଧା ମଧ୍ୟ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ତେବେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବାର ସମୟ ସେପ୍ଟେମ୍ବର ୨୩ ତାରିଖ ରଖାଯାଇଛି, ଯାହା ପରେ ନିର୍ବାଚନ ପ୍ୟାନେଲର ଘୋଷଣା କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story