କଶ୍ମୀରରେ ଡ୍ୟୁଟି ବେଳେ ଧୋନିଙ୍କ ଫଟୋ ଭାଇରାଲ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ବୁଧବାର ଭାରତୀୟ ସେନାରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ତେବେ ଯୋଗଦେବାର ଦିନକ ପରେ ଲିଟ୍ୟୁନାଣ୍ଟ କର୍ଣ୍ଣେଲ୍ ଧୋନିଙ୍କ ଏକ ଫଟୋ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଧୋନି ବର୍ତ୍ତମାନ ଦକ୍ଷିଣ କଶ୍ମୀରରେ ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳନରେ ମୁତୟନ ଅଛନ୍ତି। ଧୋନି ୧୦୬ ଟୋରିଟୋରିଆଲ୍ ଆର୍ମି ବାଟାଲିୟନରେ ଦୁଇ ସପ୍ତାହ ରହିବେ। Here comes the 1st exclusive picture of #LtColonelDHONI […]

msd

msd

Ranjit Kumar Jena
  • Published: Thursday, 01 August 2019
  • Updated: 01 August 2019, 08:57 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ବୁଧବାର ଭାରତୀୟ ସେନାରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି। ତେବେ ଯୋଗଦେବାର ଦିନକ ପରେ ଲିଟ୍ୟୁନାଣ୍ଟ କର୍ଣ୍ଣେଲ୍ ଧୋନିଙ୍କ ଏକ ଫଟୋ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଧୋନି ବର୍ତ୍ତମାନ ଦକ୍ଷିଣ କଶ୍ମୀରରେ ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳନରେ ମୁତୟନ ଅଛନ୍ତି। ଧୋନି ୧୦୬ ଟୋରିଟୋରିଆଲ୍ ଆର୍ମି ବାଟାଲିୟନରେ ଦୁଇ ସପ୍ତାହ ରହିବେ।

ଗୁରୁବାର ତାଙ୍କର ଏକ ଫଟୋ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି, ଯେଉଁଥିରେ ସେ କ୍ରିକେଟ୍ ବ୍ୟାଟରେ ଅଟୋଗ୍ରାଫ୍ ଦେଉଛନ୍ତି। ଟ୍ୱିଟରରେ ଜଣେ ୟୁଜର୍ସ ଏହି ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, ଶ୍ରୀନଗରରୁ ଲ୍ୟୁଟନାଣ୍ଟ କର୍ଣ୍ଣେଲ୍ ଧୋନିଙ୍କ ଏକ୍ସକ୍ଲ୍ୟୁସିଭ୍ ଫଟୋ। ଧୋନି ଏହି ଫଟୋରେ ଆର୍ମି ଜ୍ୟାକେଟ୍ ପିନ୍ଧିଛନ୍ତି। ଭିକ୍ଟର ଫୋର୍ସର ସଦସ୍ୟ ଭାବେ ଆର୍ମି ସେନା କରୁଥିବା ସବୁ କାମ କରିବେ। ସେ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ୱ ସମ୍ଭାଳିବେ।

ଏହା ପୂର୍ବରୁ ବିଶ୍ୱକପ୍ ବିଜେତା କ୍ୟାପଟେନ୍ ୩୮ ବର୍ଷୀୟ ଧୋନି କ୍ରିକେଟରୁ ଦୁଇମାସର ବ୍ରେକ୍ ପାଇଁ ବିସିସିଆଇକୁ ଅନୁରୋଧ କରିଥିଲେ। ଫଳରେ ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଧୋନିଙ୍କ ନାମ ବିଚାରକୁ ନିଆଯାଇନଥିଲା। ଧୋନିଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ସବୁ ଫର୍ମାଟ୍ ପାଇଁ ଟିମର ୱିକେଟକିପର ଭାବେ ଚୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story