ଧୋନିଙ୍କ କ୍ୟାରିଅର୍‌ର ଅନ୍ତ ବାବଦରେ ଏମିତି କହିଲେ ମୁଖ୍ୟ ଚୟନକର୍ତ୍ତା

ମୁମ୍ବାଇ : ଦିନ ଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଅନୁମତିରେ ଭାରତୀୟ କ୍ରିକେଟ୍‌ ଦଳର ପତ୍ରଟିଏ ମଧ୍ୟ ହଲୁ ନଥିଲା, କିନ୍ତୁ ସମୟ ବଦଳିବା ସହିତ ବିପଦରେ ପଡ଼ିଛି ତାଙ୍କ କ୍ୟାରିଅର। ପୂର୍ବରୁ ଟେଷ୍ଟରୁ ଅବସର ନେଇ କେବଳ ସୀମିତ ଓଭର କ୍ରିକେଟ୍‌ ଖେଳୁଥିବା ଧୋନି ଗତକାଲି ବିଭିନ୍ନ ଟି୨୦ ସିରିଜ୍ ପାଇଁ ଘୋଷିତ ଦଳରେ ସ୍ଥାନ ନପାଇବା ପରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଥିଲା। ହୁଏତ ପୂର୍ବରୁ କେବେ ଆହତ ଜନିତ କାରଣ […]

dhoni

dhoni

Subrat Kumar Nayak
  • Published: Saturday, 27 October 2018
  • Updated: 27 October 2018, 03:42 PM IST

Sports

Latest News

ମୁମ୍ବାଇ : ଦିନ ଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଅନୁମତିରେ ଭାରତୀୟ କ୍ରିକେଟ୍‌ ଦଳର ପତ୍ରଟିଏ ମଧ୍ୟ ହଲୁ ନଥିଲା, କିନ୍ତୁ ସମୟ ବଦଳିବା ସହିତ ବିପଦରେ ପଡ଼ିଛି ତାଙ୍କ କ୍ୟାରିଅର। ପୂର୍ବରୁ ଟେଷ୍ଟରୁ ଅବସର ନେଇ କେବଳ ସୀମିତ ଓଭର କ୍ରିକେଟ୍‌ ଖେଳୁଥିବା ଧୋନି ଗତକାଲି ବିଭିନ୍ନ ଟି୨୦ ସିରିଜ୍ ପାଇଁ ଘୋଷିତ ଦଳରେ ସ୍ଥାନ ନପାଇବା ପରେ ତାଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଥିଲା। ହୁଏତ ପୂର୍ବରୁ କେବେ ଆହତ ଜନିତ କାରଣ ପାଇଁ ଏବଂ ବିଶ୍ରାମ ପାଇଁ ସେ ହୁଏତ କିଛି ସିରିଜ୍‌ ଖେଳିନଥିବେ। କିନ୍ତୁ ଏଥର ପ୍ରଥମ ଥର ତାଙ୍କୁ ବାଦ୍‌ ଦିଆଯାଇଛି। ଏହି ବାବଦରେ ଉତ୍ତର ରଖିଛନ୍ତି ମୁଖ୍ୟ ଚୟନକର୍ତ୍ତା ଏମ୍‌ଏସ୍‌କେ ପ୍ରସାଦ।

ପ୍ରସାଦ୍‌ କହିଛନ୍ତି, “ଧୋନି ଆଗାମୀ ୬ଟି ଟି୨୦ ଖେଳିବେନି, କାରଣ ଆମେ ୱିକେଟ୍‌କିପର ବ୍ୟାଟ୍‌ସମ୍ୟାନ୍‌ ସ୍ଥାନ ପାଇଁ ବିକଳ୍ପ ତିଆରି କରୁଛୁ। ସେଥିପାଇଁ ଆମେ ରିଷଭ୍‌ ପନ୍ତ ଏବଂ ଦିନେଶ କାର୍ତ୍ତିକଙ୍କୁ ବାଛିଛୁ। ସେମାନେ ଉଭୟ ବ୍ୟାଟିଂ ଏବଂ କିପିଂରେ ନିଜକୁ ପ୍ରସ୍ତୁତ କରିବାକୁ ସୁଯୋଗ ପାଇପାରିବେ। କିନ୍ତୁ ଏହା ଧୋନିଙ୍କ କ୍ୟାରିଅର୍‌ର ଅନ୍ତ ନୁହେଁ।”

ଯଦିଓ ଏଭଳି ସଫେଇ ଦେଇ ପ୍ରସାଦ ଖସିଯିବାର ଭଲ ପ୍ରୟାସଟିଏ କରିଛନ୍ତି, କିନ୍ତୁ କ୍ଷୁଦ୍ରତମ କ୍ରିକେଟ୍‌ ଫର୍ମାଟ୍‌ରେ ଧୋନିଙ୍କ ଭବିଷ୍ୟତ ବାବଦରେ ବିଶେଷଜ୍ଞମାନଙ୍କର ଏବଂ ଧୋନିପ୍ରେମୀଙ୍କର ମତ ଟିକେ ନିଆରା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story