ଧୋନିଙ୍କ ବିଶ୍ୱକପ ପ୍ରଦର୍ଶନକୁ ପ୍ରସାଦଙ୍କ ସମର୍ଥନ

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଆଇସିସି ବିଶ୍ୱକପରେ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂକୁ ନେଇ ଖୁବ୍ ସମାଲୋଚନା ହୋଇଥିଲା। କିନ୍ତୁ ଏହି ମାମଲାରେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଧୋନିଙ୍କୁ ସମର୍ଥନ କରିଛନ୍ତି। ପ୍ରସାଦ କହିଛନ୍ତି, ଏବେବି ଧୋନି ଭାରତର ଶ୍ରେଷ୍ଠ ୱିକେଟକିପର ଏବଂ ଫିନିଶର୍।  ଧୋନିଙ୍କ ଦକ୍ଷତାକୁ ନେଇ ଯେଉଁ ପ୍ରଶ୍ନ ଉଠୁଛି, ତାହା ଦୁର୍ଭାଗ୍ୟପୂର୍ଣ୍ଣ। ବିଶ୍ୱକପରେ ଧୋନିଙ୍କ ଉପସ୍ଥିତି ଭାରତ ପାଇଁ ମୁଖ୍ୟ ଶକ୍ତି ଥିଲା। ମୋ […]

ms

ms

Ranjit Kumar Jena
  • Published: Wednesday, 31 July 2019
  • Updated: 31 July 2019, 06:55 PM IST

Sports

Latest News

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଆଇସିସି ବିଶ୍ୱକପରେ ଭାରତର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂକୁ ନେଇ ଖୁବ୍ ସମାଲୋଚନା ହୋଇଥିଲା। କିନ୍ତୁ ଏହି ମାମଲାରେ ଟିମ୍ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦ ଧୋନିଙ୍କୁ ସମର୍ଥନ କରିଛନ୍ତି।

ପ୍ରସାଦ କହିଛନ୍ତି, ଏବେବି ଧୋନି ଭାରତର ଶ୍ରେଷ୍ଠ ୱିକେଟକିପର ଏବଂ ଫିନିଶର୍।  ଧୋନିଙ୍କ ଦକ୍ଷତାକୁ ନେଇ ଯେଉଁ ପ୍ରଶ୍ନ ଉଠୁଛି, ତାହା ଦୁର୍ଭାଗ୍ୟପୂର୍ଣ୍ଣ। ବିଶ୍ୱକପରେ ଧୋନିଙ୍କ ଉପସ୍ଥିତି ଭାରତ ପାଇଁ ମୁଖ୍ୟ ଶକ୍ତି ଥିଲା। ମୋ ମତରେ ଧୋନି ବିଶ୍ୱକପରେ ଖରାପ ପ୍ରଦର୍ଶନ କରିନଥିଲେ। ଏହି ବୟସରେ ମଧ୍ୟ ଧୋନି ୱିକେଟ୍ ପଛରେ ଯେଉଁଭଳି ପ୍ରଦର୍ଶନ ଦେଉଛନ୍ତି, ତାହା ପ୍ରଶଂସନୀୟ। ଫିଲ୍ଡିଂ ବେଳେ ଧୋନିଙ୍କ ପରାମର୍ଶ ଆଜି ବି ଟିମ୍ ଇଣ୍ଡିଆ ପାଇଁ ନିହାତି ଆବଶ୍ୟକ।

ୱେଷ୍ଟଇଣ୍ଡିଜ୍ ଗସ୍ତରୁ ଧୋନିଙ୍କୁ ବାଦ୍ ଦେବା ପ୍ରସଙ୍ଗରେ ପ୍ରସାଦ କହିଛନ୍ତି, ଧୋନିଙ୍କୁ ଆମେ ବାଦ୍ ଦେଇନୁ। ସେ କ୍ରିକେଟରୁ ଦୁଇମାସ ବିରତି ନେବାକୁ ଚାହିଁଛନ୍ତି। ଏହି ସମୟ ମଧ୍ୟରେ ସେ ଇଣ୍ଡିଆନ୍ ଆର୍ମି ପାଇଁ କାମ କରିବେ। ଧୋନିଙ୍କ ଅନୁପସ୍ଥିତିରେ ଆମେ ରିଷଭ ପନ୍ତଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେବାକୁ ନିଷ୍ପତ୍ତି ନେଇଛୁ। ପନ୍ତ ତିନୋଟି ଯାକ ଫର୍ମାଟ୍ ପାଇଁ ଉପଲବ୍ଧ ରହିବେ ବୋଲି ପ୍ରସାଦ କହିଛନ୍ତି।

ସୂଚନାଯୋଗ୍ୟ, ବିଶ୍ୱକପରେ ଧୋନି ୯ ମ୍ୟାଚରେ ୪୫.୫୦ ହାରରେ ୨୭୩ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସେମିଫାଇନାଲରେ ଧୋନି ୭୨ ବଲରେ ୫୦ ରନର ଇନିଂସ୍ ଖେଳିଥିଲେ ହେଁ, ଭାରତକୁ ଜିତାଇପାରି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story