ଓଡ଼ିଶା ରାଇଫଲ୍ ସଂଘ ପକ୍ଷରୁ କଶିକାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର୍): ନିକଟରେ ଶେଷ ହୋଇଥିବା ସର୍ଦ୍ଦାର୍ ସଜ୍ଜନ ସିଂହ ସେଠୀ ମେମୋରିଆଲ୍ ଜାତୀୟ ବନ୍ଧୁକ ପ୍ରତିଯୋଗିତାରେ ଓଡ଼ିଶାର କଶିକା ପ୍ରଧାନ ରୌପ୍ୟ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଏହି ସଫଳତା ପାଇଁ କଶିକାଙ୍କୁ ଓଡ଼ିଶା ରାଇଫଲ୍ ସଂଘ ପକ୍ଷରୁ ଗୁରୁବାର ଉତ୍କଳ ସ୍କୁଲଠାରେ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ସମ୍ପାଦକ ହରିପ୍ରସାଦ କହିଥିଲେ, କଶିକାଙ୍କ ଏହି ସଫଳତା ରାଜ୍ୟର ଅନ୍ୟ ଶୁଟରମାନଙ୍କୁ ପ୍ରେରଣା ଯୋଗାଇବ। ଆଗାମୀ ଦିନରେ ଅଶିକା ଆହୁରି ସଫଳ ହୁଅନ୍ତୁ […]

rifle

rifle

Ranjit Kumar Jena
  • Published: Thursday, 01 August 2019
  • Updated: 01 August 2019, 09:21 PM IST

Sports

Latest News

ଭୁବନେଶ୍ୱର, (ଓଡ଼ିଶା ରିପୋର୍ଟର୍): ନିକଟରେ ଶେଷ ହୋଇଥିବା ସର୍ଦ୍ଦାର୍ ସଜ୍ଜନ ସିଂହ ସେଠୀ ମେମୋରିଆଲ୍ ଜାତୀୟ ବନ୍ଧୁକ ପ୍ରତିଯୋଗିତାରେ ଓଡ଼ିଶାର କଶିକା ପ୍ରଧାନ ରୌପ୍ୟ ପଦକ ଜିତି ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଏହି ସଫଳତା ପାଇଁ କଶିକାଙ୍କୁ ଓଡ଼ିଶା ରାଇଫଲ୍ ସଂଘ ପକ୍ଷରୁ ଗୁରୁବାର ଉତ୍କଳ ସ୍କୁଲଠାରେ ସମ୍ବର୍ଦ୍ଧନା ଦିଆଯାଇଛି।

ଏହି ଅବସରରେ ସମ୍ପାଦକ ହରିପ୍ରସାଦ କହିଥିଲେ, କଶିକାଙ୍କ ଏହି ସଫଳତା ରାଜ୍ୟର ଅନ୍ୟ ଶୁଟରମାନଙ୍କୁ ପ୍ରେରଣା ଯୋଗାଇବ। ଆଗାମୀ ଦିନରେ ଅଶିକା ଆହୁରି ସଫଳ ହୁଅନ୍ତୁ ବୋଲି ମୁଁ କାମନା କରୁଛି।

ସମ୍ବର୍ଦ୍ଧନା ଉତ୍ସବରେ ସଂଘର କୋଷାଧ୍ୟକ୍ଷ ଗୌରୀ ମହାନ୍ତି, ଆଶିଷ ନାୟକ, ସନ୍ଦୀପ ମହାନ୍ତି, ଗନ୍ ଫର୍ ଗ୍ଲୋରିର କର୍ମକର୍ତ୍ତା ରେଣୁ ଚୌଧୁରୀ, ପୁରୁଷୋତ୍ତମ ପାଙ୍ଗା, ହରସିନ୍ କୌର୍, ଉତ୍କଳ କରାଟେ ସ୍କୁଲର ଅନ୍ତର୍ଜାତୀୟ କରାଟେକା ଅନୁପମା ସ୍ୱାଇଁ, ମୋନାଲି ସାହୁ, ପର୍ବତାରୋହୀ ରଜନୀ ବିସି ଏବଂ କଶିକାଙ୍କ ପରିବାର ଉପସ୍ଥିତ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story