ଓଡ଼ିଶା-ଆସାମ ରଣଜୀ ମ୍ୟାଚ୍: ଆସାମ ୨୨୪/୫

ଭୁବନେଶ୍ୱର: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସ୍‌ନାଲ୍ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା-ଆସାମ ରଣଜୀ ମ୍ୟାଚ୍। ଆସାମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ୫ଟି ୱିକେଟ୍ ହରାଇ ୨୨୪ ରନ୍ କରିଛି। ଦଳ ପକ୍ଷରୁ ଶିବଶଙ୍କର ରୟ ୩୭ ରନ୍ କରିଥିବା ବେଳେ ଅମିତ ବର୍ମା ୨୨ ରନ୍ କରିଛନ୍ତି। କୁନାଲ ସାଇକିଆ ୮୮ ରନ୍ କରି ଅପରାଜିତ ଅଛନ୍ତି। କେ.ବି ଅରୁଣ କାର୍ତ୍ତିକ ୬୨ […]

bat

Rakesh Mallick
  • Published: Sunday, 13 November 2016
  • , Updated: 13 November 2016, 06:41 PM IST

ଭୁବନେଶ୍ୱର: ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାସ୍‌ନାଲ୍ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା-ଆସାମ ରଣଜୀ ମ୍ୟାଚ୍। ଆସାମ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ଆଜି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ୫ଟି ୱିକେଟ୍ ହରାଇ ୨୨୪ ରନ୍ କରିଛି। ଦଳ ପକ୍ଷରୁ ଶିବଶଙ୍କର ରୟ ୩୭ ରନ୍ କରିଥିବା ବେଳେ ଅମିତ ବର୍ମା ୨୨ ରନ୍ କରିଛନ୍ତି। କୁନାଲ ସାଇକିଆ ୮୮ ରନ୍ କରି ଅପରାଜିତ ଅଛନ୍ତି। କେ.ବି ଅରୁଣ କାର୍ତ୍ତିକ ୬୨ ରନ୍ କରିଛନ୍ତି।

ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ଓ ସୂର୍ଯ୍ୟକାନ୍ତ ପ୍ରଧାନ ୨ଟି ଲେଖାଏଁ ୱିକେଟ୍ ନେଇଛନ୍ତି।

Related story