ରଣଜୀ ଟ୍ରଫି: ଓଡ଼ିଶାର ବୋଲିଂ ଫେଲ୍‌, ବରୋଦାର ବିଶାଳ ସ୍କୋର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶା-ବରୋଦା ରଣଜୀ ମ୍ୟାଚରେ ଦୃଢ ସ୍ଥିତିରେ ପହଞ୍ଚିଛି ଘରୋଇ ବରୋଦା। ୩ ଜଣ ବ୍ୟାଟ୍ସମାନଙ୍କ ଶତକ ସହାୟତାରେ ପ୍ରଥମ ଇଂନିସରେ ଦଳ ୫୦୩ ରନ କରିବାରେ ସକ୍ଷମ ହୋଇଛି। ଓପନର କେଦାର ଦେଓଧରଙ୍କ ସହ ବିଷ୍ଣୁ ସୋଲାଙ୍କୀ ଏବଂ ନିନାଦ ରଥଓ୍ୱା ଶତକ ହାସଲ କରିଛନ୍ତି। ଓଡିଶା ପକ୍ଷରୁ ବସନ୍ତ ମହାନ୍ତି ସର୍ବାଧିକ ୫ଟି ଓ୍ୱିକେଟ ହାସଲ କରିଥିବା ବେଳେ,ସୂଯର୍ୟକାନ୍ତ ପ୍ରଧାନ ୨ଟି ଓ୍ୱିକେଟ ହାସଲ କରିଛନ୍ତି। ଆଜି ଦିନର ଖେଳ ଶେଷ […]

odisha-ranji-3

Rakesh Mallick
  • Published: Saturday, 18 November 2017
  • , Updated: 18 November 2017, 07:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡିଶା-ବରୋଦା ରଣଜୀ ମ୍ୟାଚରେ ଦୃଢ ସ୍ଥିତିରେ ପହଞ୍ଚିଛି ଘରୋଇ ବରୋଦା। ୩ ଜଣ ବ୍ୟାଟ୍ସମାନଙ୍କ ଶତକ ସହାୟତାରେ ପ୍ରଥମ ଇଂନିସରେ ଦଳ ୫୦୩ ରନ କରିବାରେ ସକ୍ଷମ ହୋଇଛି। ଓପନର କେଦାର ଦେଓଧରଙ୍କ ସହ ବିଷ୍ଣୁ ସୋଲାଙ୍କୀ ଏବଂ ନିନାଦ ରଥଓ୍ୱା ଶତକ ହାସଲ କରିଛନ୍ତି। ଓଡିଶା ପକ୍ଷରୁ ବସନ୍ତ ମହାନ୍ତି ସର୍ବାଧିକ ୫ଟି ଓ୍ୱିକେଟ ହାସଲ କରିଥିବା ବେଳେ,ସୂଯର୍ୟକାନ୍ତ ପ୍ରଧାନ ୨ଟି ଓ୍ୱିକେଟ ହାସଲ କରିଛନ୍ତି। ଆଜି ଦିନର ଖେଳ ଶେଷ ସୁଦ୍ଧା ଓଡିଶା ୨ ଓ୍ୱିକେଟ ହରାଇ ୬୪ ରନ୍ କରିଛି। ଓପନର ସନ୍ଦୀପ ପଟ୍ଟନାୟକ ୧୩ ଓ ଅଧିନାୟକ ଗୋବିନ୍ଦ ପୋଦ୍ଦାର ୧୯ ରନ୍ କରି ଆଉଟ ହୋଇଛନ୍ତି।

Related story