ପୁଣି ଧରାପଡ଼ିଲା ଓସିଏରେ ବୟସ ଜାଲିଆତି

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ)ରେ ପୁଣି ବୟସ ଜାଲିଆତି ଅଭିଯୋଗ ଆସିଛି। ୧୯ ବର୍ଷରୁ କମ୍ କ୍ରିକେଟ୍‌ ଦଳରେ ଅନୁରାଗ କନୋଜିଆ ଧରା ପଡ଼ିବା ପରେ ତାଙ୍କୁ ବାଦ ଦିଆଯାଇଛି। କନୋଜିଆଙ୍କର ପୂର୍ବର ଓ ଏବର ବୟସ ପ୍ରମାଣପତ୍ର ମେଳ ଖାଉନି। ସତ୍ୟପାଠରେ ମଧ୍ୟ ଭୁଲ ତଥ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି।

oca-office

Rakesh Mallick
  • Published: Thursday, 05 October 2017
  • , Updated: 05 October 2017, 06:45 PM IST

Related story