ଓଡ଼ିଶା ମହିଳା ଫୁଟବଲ୍ ଟିମ୍ ଉନ୍ନତ ପ୍ରଦର୍ଶନ କରୁଛି: ବାଇଚୁଙ୍ଗ ଭୂତିଆ

ଭୁବନେଶ୍ୱର: ଓଡିଶା ମହିଳା ଫୁଟବଲ୍ ଟିମ୍ ଉନ୍ନତ ପ୍ରଦର୍ଶନ କରୁଛି। ମାତ୍ର ପୁରୁଷ ଫୁଟବଲ୍ ଟିମ୍ ପାଇଁ ତୃଣମୂଳସ୍ତରରୁ ପ୍ରଚେଷ୍ଟା ଆବଶ୍ୟକ। ବୁଧବାର ଏହା କହିଛନ୍ତି ଦିନିକିଆ ଓଡିଶା ଗସ୍ତରେ ଆସିଥିବା ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ। ସେହିପରି ନିକଟରେ ସାଫ୍ କ୍ରୀଡାରେ ଚାମ୍ପିଅନ୍ ହୋଇଥିବା ଭାରତୀୟ ଦଳ ପ୍ରଦର୍ଶନରେ ସେ ସନ୍ତୁଷ୍ଟ ବୋଲି କହିଛନ୍ତି। ଇଣ୍ଡିଆନ୍ ସୁପର୍ ଲିଗରେ ପ୍ରତିଭାବାନ ଖେଳାଳିଙ୍କୁ ସୁଯୋଗ ମିଳୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ସୁକିନ୍ଦାରେ […]

bhutia-story

Rakesh Mallick
  • Published: Wednesday, 06 January 2016
  • , Updated: 07 January 2016, 03:40 AM IST

ଭୁବନେଶ୍ୱର: ଓଡିଶା ମହିଳା ଫୁଟବଲ୍ ଟିମ୍ ଉନ୍ନତ ପ୍ରଦର୍ଶନ କରୁଛି। ମାତ୍ର ପୁରୁଷ ଫୁଟବଲ୍ ଟିମ୍ ପାଇଁ ତୃଣମୂଳସ୍ତରରୁ ପ୍ରଚେଷ୍ଟା ଆବଶ୍ୟକ। ବୁଧବାର ଏହା କହିଛନ୍ତି ଦିନିକିଆ ଓଡିଶା ଗସ୍ତରେ ଆସିଥିବା ଭାରତୀୟ ଫୁଟବଲ୍ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ।

ସେହିପରି ନିକଟରେ ସାଫ୍ କ୍ରୀଡାରେ ଚାମ୍ପିଅନ୍ ହୋଇଥିବା ଭାରତୀୟ ଦଳ ପ୍ରଦର୍ଶନରେ ସେ ସନ୍ତୁଷ୍ଟ ବୋଲି କହିଛନ୍ତି। ଇଣ୍ଡିଆନ୍ ସୁପର୍ ଲିଗରେ ପ୍ରତିଭାବାନ ଖେଳାଳିଙ୍କୁ ସୁଯୋଗ ମିଳୁଥିବାରୁ ସେ ଖୁସି ବ୍ୟକ୍ତ କରିଛନ୍ତି। ସୁକିନ୍ଦାରେ ଅନୁଷ୍ଠିତ ହେବାକୁ ଥିବା ବୀର ଶହୀଦ୍ ସ୍ମାରକୀ ଫୁଟବଲ୍ ଟୁର୍ନାମେଣ୍ଟର ଫାଇନାଲ୍ ମ୍ୟାଚରେ ସେ ମୁଖ୍ୟଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।

Related story