ଓଡ଼ିଶା ରଣଜୀ ଟିମ୍ ଘୋଷିତ: ବିପ୍ଲବ ଅଧିନାୟକ, ଗୋବିନ୍ଦ ପୋଦ୍ଦାର ଉପ-ଅଧିନାୟକ

କଟକ: ଓଡିଶା ରଣଜୀ ଦଳ ଘୋଷିତ ହୋଇଛି । ବିଦର୍ଭ ବିପକ୍ଷରେ ହେବାକୁ ଥିବା ପ୍ରଥମ ମ୍ୟାଚ ପାଇଁ ଓସିଏ ଆଜି ୧୫ ଜଣିଆ ଟିମ  ଘୋଷଣା କରିଛି। ବିପ୍ଲବ ସାମନ୍ତରାୟ ଅଧିନାୟକ ଏବଂ ଗୋବିନ୍ଦ ପୋଦ୍ଦାରଙ୍କୁ ଉପ ଅଧିନାୟକ ଭାବେ ଚୟନ କରାଯାଇଛି। ଦଳରେ ତିନି ନୂଆ ମୁହଁ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୁଇ ୱିକେଟ କିପର ରାଜେଶ ଧୁପର, ପି. ରୋଶନ କୁମାର ରାଓ ଏବଂ ଅମିତ ଦାସ। ଆସନ୍ତା ଅକ୍ଟୋବର ୧ରୁ […]

Biplab-Samantaray

Rakesh Mallick
  • Published: Tuesday, 22 September 2015
  • , Updated: 23 September 2015, 10:34 AM IST

କଟକ: ଓଡିଶା ରଣଜୀ ଦଳ ଘୋଷିତ ହୋଇଛି । ବିଦର୍ଭ ବିପକ୍ଷରେ ହେବାକୁ ଥିବା ପ୍ରଥମ ମ୍ୟାଚ ପାଇଁ ଓସିଏ ଆଜି ୧୫ ଜଣିଆ ଟିମ  ଘୋଷଣା କରିଛି। ବିପ୍ଲବ ସାମନ୍ତରାୟ ଅଧିନାୟକ ଏବଂ ଗୋବିନ୍ଦ ପୋଦ୍ଦାରଙ୍କୁ ଉପ ଅଧିନାୟକ ଭାବେ ଚୟନ କରାଯାଇଛି। ଦଳରେ ତିନି ନୂଆ ମୁହଁ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଦୁଇ ୱିକେଟ କିପର ରାଜେଶ ଧୁପର, ପି. ରୋଶନ କୁମାର ରାଓ ଏବଂ ଅମିତ ଦାସ। ଆସନ୍ତା ଅକ୍ଟୋବର ୧ରୁ ଓଡିଶା ନାଗପୁରରେ ବିଦର୍ଭ ବିପକ୍ଷରେ ରଣଜୀ ଅଭିଯାନ ଆରମ୍ଭ କରିବ।

Related story