ରଣଜୀ ଟ୍ରଫି: ଓଡିଶା ବୋଲରଙ୍କୁ ନିର୍ଘାତ ପିଟିଲେ ମୁରଲୀ ବିଜୟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଆଜିଠୁ ଆରମ୍ଭ ହୋଇଥିବା ଓଡ଼ିଶା-ତାମିଲନାଡୁ ମଧ୍ୟରେ ରଣଜୀ ମ୍ୟାଚରେ ପ୍ରଥମ ଦିନ ଷ୍ଟମ୍ପସ ବେଳକୁ ତାମିଲନାଡୁ ୩ ୱିକେଟ୍ ହରାଇ ୨୯୨ ରନ୍ କରିଛି। ମୁରଲୀ ବିଜୟ ଆଜି ୧୪୦ ରନର ଏକ ଶତକୀୟ ଇଂନିସ ଖେଳିଛନ୍ତି। ତାଙ୍କ ସହ ଜଗଦିଶାନ ୮୮ ରନ୍ କରିଛନ୍ତି। ଘରୋଇ ମାଟିରେ ଓଡ଼ିଶା ବୋଲରଙ୍କୁ  ପ୍ରହାର କରିଥିଲେ ତାମିଲନାଡୁ ବ୍ୟାଟ୍ସମ୍ୟାନ। ଘରୋଇ ମାଟିରେ ଏହା ହେଉଛି ଓଡ଼ିଶାର ଶେଷ ମ୍ୟାଚ। ମୁମ୍ବାଇଠୁ […]

eddb9-1510210751-800

Rakesh Mallick
  • Published: Thursday, 09 November 2017
  • , Updated: 09 November 2017, 08:08 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କଟକ ଡ୍ରିମ୍ସ ଗ୍ରାଉଣ୍ଡରେ ଆଜିଠୁ ଆରମ୍ଭ ହୋଇଥିବା ଓଡ଼ିଶା-ତାମିଲନାଡୁ ମଧ୍ୟରେ ରଣଜୀ ମ୍ୟାଚରେ ପ୍ରଥମ ଦିନ ଷ୍ଟମ୍ପସ ବେଳକୁ ତାମିଲନାଡୁ ୩ ୱିକେଟ୍ ହରାଇ ୨୯୨ ରନ୍ କରିଛି। ମୁରଲୀ ବିଜୟ ଆଜି ୧୪୦ ରନର ଏକ ଶତକୀୟ ଇଂନିସ ଖେଳିଛନ୍ତି। ତାଙ୍କ ସହ ଜଗଦିଶାନ ୮୮ ରନ୍ କରିଛନ୍ତି। ଘରୋଇ ମାଟିରେ ଓଡ଼ିଶା ବୋଲରଙ୍କୁ  ପ୍ରହାର କରିଥିଲେ ତାମିଲନାଡୁ ବ୍ୟାଟ୍ସମ୍ୟାନ। ଘରୋଇ ମାଟିରେ ଏହା ହେଉଛି ଓଡ଼ିଶାର ଶେଷ ମ୍ୟାଚ। ମୁମ୍ବାଇଠୁ ପରାସ୍ତ ପରେ ବ୍ୟାକଫୁଟରେ ରହିଛି ଓଡ଼ିଶା। ତେଣୁ ତାମିଲନାଡୁ ବିପକ୍ଷ ମ୍ୟାଚ ଓ଼ଡ଼ିଶା ପାଇଁ ଏସିଡ୍ ଟେଷ୍ଟ।

Related story