ଚାଲିଗଲେ ଗ୍ରେଟ ଖଲିଙ୍କ ମା’

ନୂଆଦିଲ୍ଲୀ: ରେସଲର ତଥା WWEର ପୂର୍ବତନ ଚାମ୍ପିୟନ ଗ୍ରେଟ ଖଲିଙ୍କ ମା’ ତଣ୍ଡୀ ଦେବୀଙ୍କ ଦେହାନ୍ତ ହୋଇଛି। ମଲ୍ଟି ଅର୍ଗାନ ଫେଲ ଯୋଗୁ ସେ ଲୁଧିଆନାର ଧ୍ୟାନଚାନ୍ଦ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ହସ୍ପିଟାଲ ପକ୍ଷରୁ ତଣ୍ଡୀ ଦେବୀଙ୍କ ଦେହାନ୍ତ ସମ୍ପର୍କରେ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ଦୀର୍ଘ ୨ ବର୍ଷ ହେଲାଣି ଖଲିଙ୍କ ମା’ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ। ପୂର୍ବରୁ […]

Great-Khali

Great-Khali

Hemant Lenka
  • Published: Monday, 21 June 2021
  • Updated: 21 June 2021, 10:21 AM IST

Sports

Latest News

ନୂଆଦିଲ୍ଲୀ: ରେସଲର ତଥା WWEର ପୂର୍ବତନ ଚାମ୍ପିୟନ ଗ୍ରେଟ ଖଲିଙ୍କ ମା’ ତଣ୍ଡୀ ଦେବୀଙ୍କ ଦେହାନ୍ତ ହୋଇଛି। ମଲ୍ଟି ଅର୍ଗାନ ଫେଲ ଯୋଗୁ ସେ ଲୁଧିଆନାର ଧ୍ୟାନଚାନ୍ଦ ମେଡିକାଲ କଲେଜ ଓ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ହସ୍ପିଟାଲ ପକ୍ଷରୁ ତଣ୍ଡୀ ଦେବୀଙ୍କ ଦେହାନ୍ତ ସମ୍ପର୍କରେ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଦୀର୍ଘ ୨ ବର୍ଷ ହେଲାଣି ଖଲିଙ୍କ ମା’ ଶ୍ୱାସକ୍ରିୟା ଜନିତ ସମସ୍ୟାର ସମ୍ମୁଖୀନ ହୋଇ ଆସୁଥିଲେ। ପୂର୍ବରୁ ତାଙ୍କର ଚିକିତ୍ସା ଜଲନ୍ଧରରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ କରାଯାଉଥିଲା। ତେବେ ଗତ ସପ୍ତାହରେ ତାଙ୍କୁ ଲୁଧିଆନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରରୁ ଗୁରୁବାର ଠାରୁ ସେ ଭେଣ୍ଟିଲେଟରରେ ଥିଲେ।

ହେଲେ ଶେଷରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି। ତଣ୍ଡୀ ଦେବୀଙ୍କ ଅନ୍ତିମ ସଂସ୍କାର ଖଲିଙ୍କ ଜନ୍ମସ୍ଥାନ ହିମାଚଳ ପ୍ରଦେଶର ସିରାମୁର ଜିଲ୍ଲା ଅନ୍ତର୍ଗତ ଧିରାଇନା ଗାଁରେ ହେବ ବୋଲି ଜଣାପଡ଼ିଛି।

ଦିଲୀପ ସିଂହ ରାଣା ଓରଫ ଗ୍ରେଟ ଖାଲି ୨୦୦୦ ମସିହାରେ ପ୍ରଫେସନାଲ ରେସଲିଂରେ ଡେବ୍ୟୁ କରିଥିଲେ। ପଞ୍ଜାବ ପୁଲିସର ପୂର୍ବତନ ଅଧିକାରୀ ଖଲି ୨୦୦୬ରୁ ୨୦୧୪ ଯାଏ WWE ସହ ଜଡ଼ିତ ଥିଲେ। ୨୦୦୭ରେ ସେ ଜନ ସିନାଙ୍କୁ ହରାଇଥିଲେ।

ଏହାପରେ ସେ ୱାର୍ଲ୍ଡ ହେଭିୱେଟ ଚାମ୍ପିୟନଶିପ ବେଲ୍ଟ ଜିତିଥିଲେ। ସେ ୪ଟି ହଲିଉଡ ଓ ୨ଟି ବଲିଉଡ ସିନେମାନେ ମଧ୍ୟ ଅଭିନୟ କରିଛନ୍ତି। ସେ ପ୍ରଥମ ଭାରତୀୟ ରେସଲର ଭାବେ WWE ଚାମ୍ପିୟନଶିପ୍‌ ବେଲ୍ଟ ଜିତିବାର ରେକର୍ଡ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story