ହତ୍ୟା ଅଭିଯୁକ୍ତ ସୁଶୀଲ କୁମାରଙ୍କ ସହ ଫଟୋ ଉଠାଇବାକୁ ନିୟମ ଭୁଲି ଗଲେ ପୁଲିସ୍‌ କର୍ମଚାରୀ

ନୂଆଦିଲ୍ଲୀ: ସହଯୋଗୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ଅଲିମ୍ପିକ୍ସ ମେଡାଲିଷ୍ଟ ସୁଶୀଲ କୁମାରଙ୍କ ପ୍ରତି ପୁଲିସ୍‌ କର୍ମଚାରୀଙ୍କୁ ଦୁର୍ବଳା ପଦାକୁ ଆସିଛି। ଦିଲ୍ଲୀ ପୁଲିସ୍‌ର କିଛି କର୍ମଚାରୀ ସୁଶୀଲ କୁମାରଙ୍କ ସହ ଫଟୋ ପୋଜ ଦେବାକୁ ସବୁ ନିୟମକୁ ଜଳାଞ୍ଜଳୀ ଦେଇଛନ୍ତି। ସୁଶୀଲ କୁମାର ମଧ୍ୟ ପୁଲିସ୍‌ କର୍ମଚାରୀଙ୍କ ସହ ହସ ଖୁସିରେ ଫଟୋ ଉଠାଇବା ବେଳେ ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଫଟୋରେ ସୁଶୀଲ କୁମାର ନାଲି ରଙ୍ଗର […]

Sushil-Kumar

Sushil-Kumar

Hemant Lenka
  • Published: Friday, 25 June 2021
  • Updated: 25 June 2021, 09:29 PM IST

Sports

Latest News

ନୂଆଦିଲ୍ଲୀ: ସହଯୋଗୀଙ୍କୁ ହତ୍ୟା କରିବା ଅଭିଯୋଗରେ ଗିରଫ ଅଲିମ୍ପିକ୍ସ ମେଡାଲିଷ୍ଟ ସୁଶୀଲ କୁମାରଙ୍କ ପ୍ରତି ପୁଲିସ୍‌ କର୍ମଚାରୀଙ୍କୁ ଦୁର୍ବଳା ପଦାକୁ ଆସିଛି। ଦିଲ୍ଲୀ ପୁଲିସ୍‌ର କିଛି କର୍ମଚାରୀ ସୁଶୀଲ କୁମାରଙ୍କ ସହ ଫଟୋ ପୋଜ ଦେବାକୁ ସବୁ ନିୟମକୁ ଜଳାଞ୍ଜଳୀ ଦେଇଛନ୍ତି।

ସୁଶୀଲ କୁମାର ମଧ୍ୟ ପୁଲିସ୍‌ କର୍ମଚାରୀଙ୍କ ସହ ହସ ଖୁସିରେ ଫଟୋ ଉଠାଇବା ବେଳେ ଦୃଶ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଫଟୋରେ ସୁଶୀଲ କୁମାର ନାଲି ରଙ୍ଗର ଟି-ଶର୍ଟ ଓ ଟ୍ରାକ୍‌ ପ୍ୟାଣ୍ଟ ପିନ୍ଧିଛନ୍ତି। ସେ ସ୍ମିତ ହାସ୍ୟ ଦେଇ ଫଟୋ ପୋଜ ଦେଇଥିବା ବେଳେ ତାଙ୍କ ଚାରି ପାଖରେ ୟୁନିଫର୍ମରେ ପୁଲିସ କର୍ମଚାରୀମାନେ ଛିଡ଼ା ହୋଇଛନ୍ତି।

ସମସ୍ତେ କ୍ୟାମେରାକୁ ଚାହିଁଥିବା ବେଳେ ସୁଶୀଲଙ୍କ ସହ ଫଟୋ ଉଠାଉଥିବାରୁ ନିଜକୁ ଗର୍ବିତ ହେବା ଭଳି ମନେ କରୁଥିବା ଦେଖିବାକୁ ମିଳିଛି। ଜଣେ ପୁଲିସ୍‌ କର୍ମଚାରୀ ମଧ୍ୟ ନିଜ ମୋବାଇଲେ ସହଯୋଗୀମାନେ ସୁଶୀଲଙ୍କ ସହ ଦେଉଥିବା ପୋଜ୍‌କୁ କଏଦ କରିଛନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୁଶୀଲ କିମ୍ବା ଅନ୍ୟ କୌଣସି ପୁଲିସ କର୍ମଚାରୀଙ୍କ ମୁହଁରେ ମାସ୍କ ନାହିଁ। କରୋନା ସଂକ୍ରମଣ ଭିତରେ ପୁଲିସ୍‌ର ଏପରି ବେପରୁଆ ଆଚରଣ ସମସ୍ତଙ୍କୁ ଚକିତ କରିଛି। ଏହି ଫଟୋ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସକୁ ସୋଶାଲ ମିଡିଆରେ ତୀବ୍ର ସମାଲୋଚନା ହେବାକୁ ପଡ଼ିଛି।

ସୂଚନାଯୋଗ୍ୟ, ସୁଶୀଲ କୁମାର ଏକମାତ୍ର ଭାରତୀୟ ରେସଲର ଯିଏ ଅଲିମ୍ପିକ୍ସରେ ଦୁଇଥର ମେଡାଲ ଜିତିଛନ୍ତି। ତେବେ ରେସଲର ସାଗରଙ୍କୁ ହତ୍ୟା ଅଭିଯୋଗରେ ତାଙ୍କୁ ଦିଲ୍ଲୀ ପୁଲିସ୍‌ ମେ’ ୨୩ରେ ଗିରଫ କରିଥିଲା। ସୁଶୀଲ ଓ ତାଙ୍କ ସହଯୋଗୀମାନେ ସାଗରଙ୍କୁ ପିଟିପିଟି ହତ୍ୟା କରିଥିବା ପୁଲିସ୍‌ କହିଛି। ମେ’ ୨୩ରୁ ଗିତରଫ ହେବା ପରେ ସୁଶୀଲ ପୁଲିସ୍‌ ହେପାଜତରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story