ପଦ୍ମିନୀଙ୍କୁ ଜାତୀୟ ପ୍ରିମିୟର ମହିଳା ଚେସ୍ ଚାମ୍ପିୟନସିପ ଟାଇଟଲ

ଭୁବନେଶ୍ୱର: ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଦ୍ୱିତୀୟ ଥର ପାଇଁ ସେ ଜାତୀୟ ପ୍ରିମିୟର ମହିଳା ଚେସ୍ ଚାମ୍ପିୟନସିପ ଟାଇଟଲ ହାସଲ କରିଛନ୍ତି। କୋଲକତାରେ ଚାଲିଥିବା ଏହି ଚାମ୍ପିୟନସିପର ଶେଷ ରାଉଣ୍ଡ ବାକି ଅଛି। ହେଲେ ପଦ୍ମିନୀ ଏହି ଟାଇଟଲ ହାସଲ କରିସାରିଛନ୍ତି। ସେ ୮ ପଏଣ୍ଟ  ହାସଲ କରି ଚାମ୍ପିୟନ ହୋଇଥିବା ବେଳେ ମହାରାଷ୍ଟ୍ରର ସ୍ୱାତୀ ଘାଟେ ସାଢେ ୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ […]

padmini rout

Rakesh Mallick
  • Published: Monday, 23 November 2015
  • , Updated: 24 November 2015, 05:34 AM IST

ଭୁବନେଶ୍ୱର: ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଦ୍ୱିତୀୟ ଥର ପାଇଁ ସେ ଜାତୀୟ ପ୍ରିମିୟର ମହିଳା ଚେସ୍ ଚାମ୍ପିୟନସିପ ଟାଇଟଲ ହାସଲ କରିଛନ୍ତି। କୋଲକତାରେ ଚାଲିଥିବା ଏହି ଚାମ୍ପିୟନସିପର ଶେଷ ରାଉଣ୍ଡ ବାକି ଅଛି। ହେଲେ ପଦ୍ମିନୀ ଏହି ଟାଇଟଲ ହାସଲ କରିସାରିଛନ୍ତି। ସେ ୮ ପଏଣ୍ଟ  ହାସଲ କରି ଚାମ୍ପିୟନ ହୋଇଥିବା ବେଳେ ମହାରାଷ୍ଟ୍ରର ସ୍ୱାତୀ ଘାଟେ ସାଢେ ୭ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଏହି ସଫଳତା ସହ ପଦ୍ମିନୀ ଚେସ୍ ଅଲିମ୍ପିଆଡ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।

Related story