ଟି୧୦ ଲିଗ୍‌:୪ ବଲ୍‌ରେ ୪ ୱିକେଟ୍‌ ନେଇ ମେଡେନ୍‌ ନେଲେ ଏହି ପାକ୍‌ ବୋଲର

ନୂଆଦିଲ୍ଲୀ: ଟି୧୦ ଲିଗ୍ ୨୦୧୮ରେ ଅଜବ୍ ରେକର୍ଡ ସବୁ ଦେଖିବାକୁ ମିଳୁଛି। ପ୍ରଥମେ ଆଫଗାନ୍‌ ଓପନର୍‌ ମହମ୍ମଦ ଶାହଜାଦ୍‌ ୧୬ ବଲ୍‌ରେ ୭୪ ରନ୍‌ ହାସଲ କରିବାପରେ ଏବେ ଆଉ ଜଣେ ଏଭଳି ରେକର୍ଡ ସ୍ଥାପନ କରିଛନ୍ତି। ବେଙ୍ଗଲ ଟାଇଗର ପକ୍ଷରୁ ଖେଳୁଥିବା ପାକିସ୍ତାନୀ ଅଲ୍‌ ରାଉଣ୍ଡର ଆମୀର ୟାମିନ୍‌ ୪ବଲ୍‌ରେ ୪ ୱିକେଟ୍‌ ନେବାର ସଫଳତା ହାସଲ କରିଛନ୍ତି। ଏଥିସହିତ ତାଙ୍କର ଏହି ଓଭରରେ କୌଣସି ରନ୍‌ ନହେବା ବା ସେ ମେଡେନ୍‌ ଓଭର ବୋଲିଂ […]

record-t10

record-t10

Subrat Kumar Nayak
  • Published: Friday, 23 November 2018
  • Updated: 23 November 2018, 01:39 PM IST

ନୂଆଦିଲ୍ଲୀ: ଟି୧୦ ଲିଗ୍ ୨୦୧୮ରେ ଅଜବ୍ ରେକର୍ଡ ସବୁ ଦେଖିବାକୁ ମିଳୁଛି। ପ୍ରଥମେ ଆଫଗାନ୍‌ ଓପନର୍‌ ମହମ୍ମଦ ଶାହଜାଦ୍‌ ୧୬ ବଲ୍‌ରେ ୭୪ ରନ୍‌ ହାସଲ କରିବାପରେ ଏବେ ଆଉ ଜଣେ ଏଭଳି ରେକର୍ଡ ସ୍ଥାପନ କରିଛନ୍ତି।

ବେଙ୍ଗଲ ଟାଇଗର ପକ୍ଷରୁ ଖେଳୁଥିବା ପାକିସ୍ତାନୀ ଅଲ୍‌ ରାଉଣ୍ଡର ଆମୀର ୟାମିନ୍‌ ୪ବଲ୍‌ରେ ୪ ୱିକେଟ୍‌ ନେବାର ସଫଳତା ହାସଲ କରିଛନ୍ତି। ଏଥିସହିତ ତାଙ୍କର ଏହି ଓଭରରେ କୌଣସି ରନ୍‌ ନହେବା ବା ସେ ମେଡେନ୍‌ ଓଭର ବୋଲିଂ କରିବା ଟି୧୦ ଲିଗ୍‌ରେ ପ୍ରଥମ।

https://twitter.com/T10League/status/1065593675173019648

ନବମ ଓଭରରେ ସେ ବୋଲିଂ କରିଥିବା ୪ଟି ବଲ୍‌ରେ ନର୍ଦନ୍‌ ୱାରିୟର୍‌ସର ଲେଣ୍ଡଲ୍‌ ସିମନ୍ସ, ରୋମାନ୍‌ ପାୱେଲ୍‌, ରବି ବୋପାରା ଏବଂ ହାର୍ଡସ୍‌ ଭିଜୋଲେନ୍‌ଙ୍କୁ ଆଉଟ୍‌ କରିଥିଲେ। ସେ ସମଗ୍ର ଇନିଂସ୍‌ରେ ୧୧ଟି ଡଟ୍‌ ବଲ୍‌ ପକାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story