ଥାଇଲ୍ୟାଣ୍ଡ୍ ପାରା-ବ୍ୟାଡମିଣ୍ଟନ୍ ଇଣ୍ଟରନ୍ୟାଶନାଲ୍: ଫାଇନାଲରେ ପ୍ରମୋଦ ଭଗତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ତାରକା ଶଟଲର୍ ପ୍ରମୋଦ ଭଗତ ନିଜର ଦମଦାର ଫର୍ମ ଜାରି ରଖି ଚଳିତ ଥାଇଲ୍ୟାଣ୍ଡ୍ ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟର ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲରେ ପହଞ୍ଚିଛନ୍ତି। ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରମୋଦ ଜାପାନର ଡାଇସୁକ୍ ଫୁଜିହାରାଙ୍କୁ ୨୧-୧୮, ୧୫-୨୧, ୨୧-୧୬ ଗେମରେ ପରାସ୍ତ କରି ଟାଇଟଲ୍ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ଫାଇନାଲରେ ତାଙ୍କ ସାମ୍ନା ନିଜ ଦେଶର ମନୋଜ ସରକାରଙ୍କ ସହ ହେବ। ସେମିଫାଇନାଲ୍ […]

pramod

pramod

Ranjit Kumar Jena
  • Published: Friday, 20 September 2019
  • Updated: 20 September 2019, 09:44 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ତାରକା ଶଟଲର୍ ପ୍ରମୋଦ ଭଗତ ନିଜର ଦମଦାର ଫର୍ମ ଜାରି ରଖି ଚଳିତ ଥାଇଲ୍ୟାଣ୍ଡ୍ ପାରା-ବ୍ୟାଡମିଣ୍ଟନ ଇଣ୍ଟରନ୍ୟାଶନାଲ୍ ଟୁର୍ଣ୍ଣାମେଣ୍ଟର ଉଭୟ ପୁରୁଷ ସିଙ୍ଗଲ୍ସ ଓ ଡବଲ୍ସ ଫାଇନାଲରେ ପହଞ୍ଚିଛନ୍ତି।

ଶୁକ୍ରବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରମୋଦ ଜାପାନର ଡାଇସୁକ୍ ଫୁଜିହାରାଙ୍କୁ ୨୧-୧୮, ୧୫-୨୧, ୨୧-୧୬ ଗେମରେ ପରାସ୍ତ କରି ଟାଇଟଲ୍ ରାଉଣ୍ଡରେ ସ୍ଥାନ ପକ୍କା କରିଛନ୍ତି। ଫାଇନାଲରେ ତାଙ୍କ ସାମ୍ନା ନିଜ ଦେଶର ମନୋଜ ସରକାରଙ୍କ ସହ ହେବ। ସେମିଫାଇନାଲ୍ ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଥିଲା। ପ୍ରଥମ ଗେମକୁ ଜିତିବା ପରେ ପ୍ରମୋଦ ଦ୍ୱିତୀୟ ଗେମ୍ ହାରିଯାଇଥିଲେ। ତେବେ ନିର୍ଣ୍ଣାୟକ ତଥା ତୃତୀୟ ଗେମକୁ ସହଜରେ ଜିତି ପ୍ରମୋଦ ମ୍ୟାଚକୁ କବଜା କରିନେଇଥିଲେ।

ସେହିପରି ପ୍ରମୋଦ ନିଜ ଦେଶର ମନୋଜ ସରକାରଙ୍କ ସହ ମିଶି ପୁରୁଷ ଡବଲ୍ସ ସେମିଫାଇନାଲରେ ଥାଇଲ୍ୟାଣ୍ଡର ଚାୱରାତ୍ କିଟ୍ଟିଚୋକୱାଟ୍ଟାନା ଓ ସାଙ୍ଗନିଲ୍ ସିଙ୍ଘାଙ୍କୁ ୨୧-୧୫, ୨୨-୨୦ ଗେମରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଡବଲ୍ସ ଫାଇନାଲରେ ପ୍ରମୋଦ ଓ ସରକାରଙ୍କ ସାମ୍ନା ଥାଇଲ୍ୟାଣ୍ଡର ମଙ୍ଗଖୋନ୍ ବୁନସୁନ୍ ଓ ସିରିପଙ୍ଗ ଟିମାରୋମଙ୍କ ସହ ହେବ।

ସୂଚନାଯୋଗ୍ୟ, ଚଳିତ ବର୍ଷ ପ୍ରମୋଦ ଦେଶ ପାଇଁ ଅନେକ ସଫଳତା ଆଣିଛନ୍ତି। ସେ ୨୦୧୯ରେ ୮ଟି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରି ସାତଥର ସିଙ୍ଗଲ୍ସ ଫାଇନାଲରେ ସ୍ଥାନ ହାସଲ କରିଥିବା ବେଳେ ୬ଥର ଡବଲ୍ସ ଟାଇଟଲ୍ ରାଉଣ୍ଡରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story