ପ୍ରଥମ ଶ୍ରେଣୀ କ୍ରିକେଟ୍ ଉପରେ ଗୁରୁତ୍ୱ ଦେବେ ପ୍ରଜ୍ଞାନ

ଭୁବନେଶ୍ୱର: ପ୍ରଥମ ଶ୍ରେଣୀ କ୍ରିକେଟ ଉପରେ ପ୍ରାଧାନ୍ୟ ଦେଇ ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କ୍ରିକେଟର ପ୍ରଜ୍ଞାନ ଓଝା। ଭୁବନେଶ୍ୱର ମାରୁତି ଇେଷ୍ଟଟ୍ ସହିଦ ସ୍ପୋର୍ଟିଙ୍ଗ ‘କ୍ରିକେଟର ଅଫ୍ ଦି ଇୟର’ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ପ୍ରଜ୍ଞାନ। ସନ୍ଦେହାତ୍ମକ ବୋଲିଂ ଆକ୍ସନ ପାଇଁ ଜାତୀୟ ଦଳରୁ ବାଦ ପଡ଼ିଥିଲେ ପ୍ରଜ୍ଞାନ । ମାତ୍ର ଚେନ୍ନାଇରେ ସେ ନିଜ ତ୍ରୁଟିକୁ ସୁଧାରି ଗ୍ରୀନ୍ ସିଗନାଲ୍ ପାଇଛନ୍ତି। […]

pragyan

Rakesh Mallick
  • Published: Sunday, 14 June 2015
  • , Updated: 14 June 2015, 03:07 PM IST

ଭୁବନେଶ୍ୱର: ପ୍ରଥମ ଶ୍ରେଣୀ କ୍ରିକେଟ ଉପରେ ପ୍ରାଧାନ୍ୟ ଦେଇ ଜାତୀୟ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି କ୍ରିକେଟର ପ୍ରଜ୍ଞାନ ଓଝା। ଭୁବନେଶ୍ୱର ମାରୁତି ଇେଷ୍ଟଟ୍ ସହିଦ ସ୍ପୋର୍ଟିଙ୍ଗ ‘କ୍ରିକେଟର ଅଫ୍ ଦି ଇୟର’ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ପ୍ରଜ୍ଞାନ। ସନ୍ଦେହାତ୍ମକ ବୋଲିଂ ଆକ୍ସନ ପାଇଁ ଜାତୀୟ ଦଳରୁ ବାଦ ପଡ଼ିଥିଲେ ପ୍ରଜ୍ଞାନ । ମାତ୍ର ଚେନ୍ନାଇରେ ସେ ନିଜ ତ୍ରୁଟିକୁ ସୁଧାରି ଗ୍ରୀନ୍ ସିଗନାଲ୍ ପାଇଛନ୍ତି। ଟିମ୍ ଇଣ୍ଡିଆକୁ ଫେରିବା ପାଇଁ ଯାହା ସବୁ ପ୍ରସ୍ତୁତିର ଆବଶ୍ୟକତା ରହିଛି ସେ ଦିଗରେ ସେ ଫୋକସ କରିବେ ବୋଲି ପ୍ରଜ୍ଞାନ କହିଛନ୍ତି।

Related story