ବାରବାଟି ଟି-ଟ୍ୱେଣ୍ଟି ଜିତି ସିରିଜକୁ ଫେରିବୁ: ରୋହିତ ଶର୍ମା

କଟକ: ବାରବାଟି ଟି-ଟ୍ୱେଣ୍ଟି ଜିତି ବିଜୟଧାରାକୁ ଫେରିବୁ। ଦକ୍ଷିଣ ଆଫ୍ରିକାର ବୋଲିଂକୁ ମାତ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମ୍ୟାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଧର୍ମଶାଳା ପ୍ରଥମ ଟି-ଟ୍ୱେଣ୍ଟିରେ ଶତକ ମାରି ଦର୍ଶକଙ୍କ ଆଖିରେ ଆଗରେ ଥିବା ରୋହିତ ଶର୍ମା। ସେ କହିଛନ୍ତି ଗତ ମ୍ୟାଚରେ ଦଳ କରିଥିବା ତ୍ରୁଟିକୁ ସୁଧାର ଆଣିଛୁ। ଏହାକୁ ଭତ୍ତି କରି ଦଳ ପଡିଆ ଓହ୍ଲେଇବ ବୋଲି ସେ କହିଛନ୍ତି। ଦକ୍ଷିଣ ଆଫ୍ରିକାର ବୋଲିଂ ଓ ବ୍ୟାଟିଂ ଲାଇନକୁ […]

Rohit-604x270

Rakesh Mallick
  • Published: Sunday, 04 October 2015
  • , Updated: 04 October 2015, 05:16 PM IST

କଟକ: ବାରବାଟି ଟି-ଟ୍ୱେଣ୍ଟି ଜିତି ବିଜୟଧାରାକୁ ଫେରିବୁ। ଦକ୍ଷିଣ ଆଫ୍ରିକାର ବୋଲିଂକୁ ମାତ ଦେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ମ୍ୟାଚ ପୂର୍ବରୁ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଧର୍ମଶାଳା ପ୍ରଥମ ଟି-ଟ୍ୱେଣ୍ଟିରେ ଶତକ ମାରି ଦର୍ଶକଙ୍କ ଆଖିରେ ଆଗରେ ଥିବା ରୋହିତ ଶର୍ମା।

ସେ କହିଛନ୍ତି ଗତ ମ୍ୟାଚରେ ଦଳ କରିଥିବା ତ୍ରୁଟିକୁ ସୁଧାର ଆଣିଛୁ। ଏହାକୁ ଭତ୍ତି କରି ଦଳ ପଡିଆ ଓହ୍ଲେଇବ ବୋଲି ସେ କହିଛନ୍ତି। ଦକ୍ଷିଣ ଆଫ୍ରିକାର ବୋଲିଂ ଓ ବ୍ୟାଟିଂ ଲାଇନକୁ ଦୃଷ୍ଟିରେ ରଖି ଦଳ ରଣ କୌଷଳ ପ୍ରସ୍ତୁତ କରାଯାଇଛି। ପ୍ରଥମ ମ୍ୟାଚରେ ଭଲ ଖେଳିଥିଲେ ମଧ୍ୟ ଦଳ ପରାଜିତ ହେବା ମତେ ନିରାଶ କରିଛି। ଯେତେ ରନ କଲେ ବି ମ୍ୟାଚ ନ ଜିତିଲେ ଏହାର କିଛି ମାନେ ନ ଥାଏ। ମୋର ବିଶ୍ୱାସ ଅଛି ଯେ, ଆମେ ଦୃଢତାର ସିରିଜକୁ ଫେରିବୁ ବୋଲି କହିଛନ୍ତି ରୋହିତ ଶର୍ମା।

Related story