ଭଜିଙ୍କ ଅଭିଯୋଗ ପରେ ତଦନ୍ତ ନିର୍ଦ୍ଦେଶ ଦେଲେ ପଞ୍ଜାବ ସରକାର

ଚଣ୍ଡିଗଡ଼: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି ‘ଖେଳ ରତ୍ନ’ ଆବେଦନ ପତ୍ର ରିଜେକ୍ଟ ହେବା ନେଇ ହରଭଜନ ସିଂହଙ୍କ ନିରାଶ ପ୍ରକାଶ କରିଛନ୍ତି। ଏଥିସହ ସେ ପଞ୍ଜାବ ସରକାରଙ୍କଠାରୁ ଏହି ମାମଲାର ତଦନ୍ତ ପାଇଁ ଦାବି କରିଛନ୍ତି। ହରଭଜନଙ୍କ ଅଭିଯୋଗ ପରେ ପଞ୍ଜାବ ସରକାର ଏହି ମାମଲାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ହରଭଜନ ପଞ୍ଜାବର କ୍ରୀଡ଼ା ମନ୍ତ୍ରୀ ରାଣା ଗୁରମୀତ୍ ସିଂହ ସୋଢିଙ୍କ ଏହି ମାମଲାରେ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ। […]

bhaji

bhaji

Ranjit Kumar Jena
  • Published: Wednesday, 31 July 2019
  • Updated: 31 July 2019, 08:36 PM IST

Sports

Latest News

ଚଣ୍ଡିଗଡ଼: ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ରାଜୀବ ଗାନ୍ଧି 'ଖେଳ ରତ୍ନ' ଆବେଦନ ପତ୍ର ରିଜେକ୍ଟ ହେବା ନେଇ ହରଭଜନ ସିଂହଙ୍କ ନିରାଶ ପ୍ରକାଶ କରିଛନ୍ତି। ଏଥିସହ ସେ ପଞ୍ଜାବ ସରକାରଙ୍କଠାରୁ ଏହି ମାମଲାର ତଦନ୍ତ ପାଇଁ ଦାବି କରିଛନ୍ତି। ହରଭଜନଙ୍କ ଅଭିଯୋଗ ପରେ ପଞ୍ଜାବ ସରକାର ଏହି ମାମଲାର ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ହରଭଜନ ପଞ୍ଜାବର କ୍ରୀଡ଼ା ମନ୍ତ୍ରୀ ରାଣା ଗୁରମୀତ୍ ସିଂହ ସୋଢିଙ୍କ ଏହି ମାମଲାରେ ହସ୍ତକ୍ଷେପ ପାଇଁ ଅନୁରୋଧ କରିଥିଲେ। ମନ୍ତ୍ରୀ ଶ୍ରୀ ସୋଢି ମଧ୍ୟ ଏହି କ୍ରିକେଟରଙ୍କ ଅନୁରୋଧ ରକ୍ଷା କରି ତୁରନ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋଢି କହିଛନ୍ତି, ଏହି ମାମଲାର ତଦନ୍ତ ଦାୟିତ୍ୱ କ୍ରୀଡ଼ା ନିର୍ଦ୍ଦେଶକଙ୍କୁ ଦିଆଯାଇଛି।

ସୂଚନାଯୋଗ୍ୟ, ହରଭଜନ ନିଜର ଟ୍ୱିଟର୍ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ମୁଁ ମାର୍ଚ୍ଚ ୨୦ ତାରିଖରେ ହିଁ ନିଜର ସବୁ ଡକ୍ୟୁମେଣ୍ଟ୍ ପଞ୍ଜାବ ସରକାରଙ୍କୁ ନିକଟକୁ ପଠାଇଥିଲି। କିନ୍ତୁ ଗଣମାଧ୍ୟମ ଜରିଆରେ ଜାଣିବାକୁ ପାଇଲି ଯେ, 'ଖେଳ ରତ୍ନ' ପୁରସ୍କାର ପାଇଁ ପଞ୍ଜାବ ସରକାର ମୋ ନାଁ'ର ଯେଉଁ ସୁପାରିସ୍ ଫାଇଲ୍ କେନ୍ଦ୍ର ସରକାରଙ୍କୁ ପଠାଇଥିଲେ, ତାହା ରିଜେକ୍ଟ କରିଦିଆଗଲା। ତେବେ କାହିଁକି ରିଜେକ୍ଟ କରାଗଲା ମୁଁ ପ୍ରଥମେ ଜାଣିନଥିଲି।

ପରେ ଜାଣିଲି ଯେ, ବିଳମ୍ବ କାରଣରୁ ଏଥର ପୁରସ୍କାର ପାଇଁ ମୋ ନାଁ ବିଚାରକୁ ନିଆଗଲା ନାହିଁ ଏବଂ ଏହା ପରେ ଆଉ ମୋତେ ପୁରସ୍କାର ମିଳିବ ନାହିଁ। ଯଦି ଆବେଦନ ଫର୍ମ ନିର୍ଦ୍ଧାରିତ ସମୟରେ କେନ୍ଦ୍ର ସରକାରଙ୍କ ନିକଟରେ ପହଞ୍ଚିଥାନ୍ତା, ତାହେଲେ ମୋତେ ହୁଏତ ଚଳିତ ବର୍ଷ ଏହି ପୁରସ୍କାର ମିଳିଥାନ୍ତା। ତେବେ କାହିଁକି ବିଳମ୍ବ ହେଲା, ଏହାର ତଦନ୍ତ କରାଯିବା ଦରକାର ବୋଲି ମୁଁ ପଞ୍ଜାବ ସରକାରଙ୍କୁ ଅପିଲ୍ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story