ଚାଇନା ଓପନରେ ସିନ୍ଧୁଙ୍କ ଅଭିଯାନ ଶେଷ

ଚାଙ୍ଗଝୁ: ୱାର୍ଲ୍ଡ ଚାମ୍ପିୟନ୍ ପିଭି ସିନ୍ଧୁ ଚଳିତ ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ପ୍ରି-କ୍ୱାର୍ଟରଫାଇନାଲରେ ସିନ୍ଧୁ ଥାଇଲ୍ୟାଣ୍ଡର ପର୍ନପାୱି ଚୋଚୁୱଙ୍ଗଙ୍କଠାରୁ ୧୨-୨୧, ୨୧-୧୩, ୨୧-୧୯ ଗେମରେ ପରାସ୍ତ ହୋଇଛନ୍ତି। ମ୍ୟାଚର ପ୍ରଥମ ଗେମକୁ ସିନ୍ଧୁ ସହଜରେ ଜିତିଥିଲେ। କିନ୍ତୁ ବାକି ଦୁଇଟି ପଞ୍ଚମ ସିଡ୍ ସିନ୍ଧୁ ଥାଇଲ୍ୟାଣ୍ଡ ଖେଳାଳିଙ୍କ ଆଗରେ ଆଦୌ ତିଷ୍ଠିପାରି ନଥିଲେ। ତେବେ ପୁରୁଷ ସିଙ୍ଗଲ୍ସରେ ଭାରତର ବି. ସାଇ ପ୍ରଣୀତ […]

sindhu

sindhu

Ranjit Kumar Jena
  • Published: Thursday, 19 September 2019
  • Updated: 19 September 2019, 09:10 PM IST

Sports

Latest News

ଚାଙ୍ଗଝୁ: ୱାର୍ଲ୍ଡ ଚାମ୍ପିୟନ୍ ପିଭି ସିନ୍ଧୁ ଚଳିତ ଚାଇନା ଓପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ରାଉଣ୍ଡରେ ହାରି ବିଦାୟ ନେଇଛନ୍ତି। ଗୁରୁବାର ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ପ୍ରି-କ୍ୱାର୍ଟରଫାଇନାଲରେ ସିନ୍ଧୁ ଥାଇଲ୍ୟାଣ୍ଡର ପର୍ନପାୱି ଚୋଚୁୱଙ୍ଗଙ୍କଠାରୁ ୧୨-୨୧, ୨୧-୧୩, ୨୧-୧୯ ଗେମରେ ପରାସ୍ତ ହୋଇଛନ୍ତି।

ମ୍ୟାଚର ପ୍ରଥମ ଗେମକୁ ସିନ୍ଧୁ ସହଜରେ ଜିତିଥିଲେ। କିନ୍ତୁ ବାକି ଦୁଇଟି ପଞ୍ଚମ ସିଡ୍ ସିନ୍ଧୁ ଥାଇଲ୍ୟାଣ୍ଡ ଖେଳାଳିଙ୍କ ଆଗରେ ଆଦୌ ତିଷ୍ଠିପାରି ନଥିଲେ। ତେବେ ପୁରୁଷ ସିଙ୍ଗଲ୍ସରେ ଭାରତର ବି. ସାଇ ପ୍ରଣୀତ ଚୀନର ଗୁଆଙ୍ଗ ଜୁ'ଙ୍କୁ ୨୧-୧୯, ୨୧-୧୯ ଗେମରେ ହରାଇ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି।

ପୁରୁଷ ଡବଲ୍ସରେ ସାତ୍ତ୍ୱିକସାଇରାଜ ଓ ଚିରାଗ ସେଟ୍ଟୀ ପ୍ରି-କ୍ୱାର୍ଟରରେ ଚତୁର୍ଥ ସିଡ୍ ଜାପାନ ଯୋଡ଼ି ତାକେଶି କାମୁରା ଓ କେଇଗୋ ସୋନୋଡାଙ୍କଠାରୁ ୧୯-୨୧, ୮-୨୧ ଗେମରେ ପରାସ୍ତ ହୋଇଛନ୍ତି। ମିକ୍ସଡ ଡବଲ୍ସ ପ୍ରି-କ୍ୱାର୍ଟରରେ ସାତ୍ତ୍ୱିକ ଓ ଅଶ୍ୱିନୀ ପୋନ୍ନାପ୍ପା ୧୧-୨୧, ୨୧-୧୬, ୧୨-୨୧ ଗେମରେ ଜାପାନ ଯୋଡ଼ି ୟୁକି କାନେକୋ ଓ ମିସାକି ମାତସୁତୋମୋଙ୍କଠାରୁ ହାରି ବିଦାୟ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story