ଡେନମାର୍କ ଓପନରେ ହାରିଗଲେ ସିନ୍ଧୁ

ଓଡେନେସେ (ଡେନମାର୍କ): ଡେନମାର୍କ ଓପନ୍ ଫାଇନାଲରେ ହାରି ଯାଇଛନ୍ତି ଭାରତର ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ। ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ସେ ଚୀନର ଲି ଜୁରେଇଙ୍କଠାରୁ ୧୯-୨୧,୧୨-୨୧ରେ ହାରି ଯାଇଛନ୍ତି। ଶନିବାର ସେମିଫାଇନାଲରେ ପି.ଭି ସିନ୍ଧୁ ସ୍ପେନର କାରୋଲିନା ମାରିନଙ୍କୁ ୨୧-୧୫, ୧୮-୨୧, ୨୧-୧୭ରେ ପରାଜିତ କରି ଫାଇନାଲେ ପହଞ୍ଚିଥିଲେ। ଏହା ସହିତ କୌଣସି ସୁପର୍ ସିରିଜରେ ସେମି ଫାଇନାଲରେ ପହଞ୍ଚି ପାରି ନ ଥିବା ସିନ୍ଧୁ ପ୍ରଥମ ଥର ପାଇଁ ଏହି ଓପନର ଫାଇନାଲରେ […]

sindhu-pti

Rakesh Mallick
  • Published: Sunday, 18 October 2015
  • , Updated: 18 October 2015, 02:51 PM IST

ଓଡେନେସେ (ଡେନମାର୍କ): ଡେନମାର୍କ ଓପନ୍ ଫାଇନାଲରେ ହାରି ଯାଇଛନ୍ତି ଭାରତର ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ। ରବିବାର ଖେଳାଯାଇଥିବା ଫାଇନାଲ୍ ମ୍ୟାଚରେ ସେ ଚୀନର ଲି ଜୁରେଇଙ୍କଠାରୁ ୧୯-୨୧,୧୨-୨୧ରେ ହାରି ଯାଇଛନ୍ତି।

ଶନିବାର ସେମିଫାଇନାଲରେ ପି.ଭି ସିନ୍ଧୁ ସ୍ପେନର କାରୋଲିନା ମାରିନଙ୍କୁ ୨୧-୧୫, ୧୮-୨୧, ୨୧-୧୭ରେ ପରାଜିତ କରି ଫାଇନାଲେ ପହଞ୍ଚିଥିଲେ। ଏହା ସହିତ କୌଣସି ସୁପର୍ ସିରିଜରେ ସେମି ଫାଇନାଲରେ ପହଞ୍ଚି ପାରି ନ ଥିବା ସିନ୍ଧୁ ପ୍ରଥମ ଥର ପାଇଁ ଏହି ଓପନର ଫାଇନାଲରେ ପହଞ୍ଚିଥିଲେ। ତେବେ ଫାଇନାଲରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି।

Related story