ଗୀତର ତାଳେ ତାଳେ ଠୁମ୍‌କା ଲଗାଇଲେ ସିନ୍ଧୁ

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ। ଅଲିମ୍ପିକ୍‌ରେ ଭାରତ ପାଇଁ ଦୁଇ ଦୁଇ ଥର ମେଡାଲ ଜିତି ସୃଷ୍ଟି କରିଛନ୍ତି ଇତିହାସ। ନିଜର ଦମ୍‌ଦାର ଖେଳ ପାଇଁ ସେ ଆଜି ଘରେ ଘରେ ପରିଚିତ। ଏବେ କିନ୍ତୁ ପିଭି ସିନ୍ଧୁ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଖେଳ ନୁହେଁ ଡ୍ୟାନ୍ସରେ ଦେଖାଇଛନ୍ତି ନିଜ ଟ୍ୟାଲେଣ୍ଟ। ଗୀତର ତଳେ ତଳେ ଝୁମିବା ସହ ଲଗାଇଛନ୍ତି ଜୋରଦାର ଠୁମ୍‌କା। ତାଙ୍କର ଏହି ଡ୍ୟାନ୍ସ ଭିଡିଓ […]

PV Sindhu

PV Sindhu

Madhupriya Mistry
  • Published: Monday, 15 November 2021
  • Updated: 15 November 2021, 03:57 PM IST

Sports

Latest News

ନୂଆଦିଲ୍ଲୀ: ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ। ଅଲିମ୍ପିକ୍‌ରେ ଭାରତ ପାଇଁ ଦୁଇ ଦୁଇ ଥର ମେଡାଲ ଜିତି ସୃଷ୍ଟି କରିଛନ୍ତି ଇତିହାସ। ନିଜର ଦମ୍‌ଦାର ଖେଳ ପାଇଁ ସେ ଆଜି ଘରେ ଘରେ ପରିଚିତ। ଏବେ କିନ୍ତୁ ପିଭି ସିନ୍ଧୁ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ଏଥର ସେ ଖେଳ ନୁହେଁ ଡ୍ୟାନ୍ସରେ ଦେଖାଇଛନ୍ତି ନିଜ ଟ୍ୟାଲେଣ୍ଟ। ଗୀତର ତଳେ ତଳେ ଝୁମିବା ସହ ଲଗାଇଛନ୍ତି ଜୋରଦାର ଠୁମ୍‌କା। ତାଙ୍କର ଏହି ଡ୍ୟାନ୍ସ ଭିଡିଓ ଏବେ ସୋଶାଲ ମଡିଆରେ ଧମକା କରିଛି।

ଏହି ବ୍ୟାଡମିଣ୍ଟନ ତାରକା ଜଣକ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସିନ୍ଧୁ ଗ୍ରୀନ୍‌ ରଙ୍ଗର ଲେହେଙ୍ଗା ପିନ୍ଧିବା ସହ ଏକ ଟ୍ରାଡିସନାଲ ଲୁକ୍‌ରେ ନଜର ଆସିଛନ୍ତି। ତେବେ ସେ ଦେଶୀ ଗେଟ୍‌ଅପ୍‌ ନେଇଥିଲେ ମଧ୍ୟ ବିଦେଶୀ ଗୀତରେ ଝୁମିଛନ୍ତି। ସୋଶାଲ ମିଡିଆ ରିଲ୍ସରେ ଭାଇରାଲ ହେଉଥିବା ଇଂରାଜୀ ଗୀତ 'ଲଭ ନୱାନିତ'ରେ ସେ ଲଗାଇଛନ୍ତି ଠୁମ୍‌କା। ପିଭି ସିନ୍ଧୁଙ୍କ ଏକ୍ସପ୍ରେସନ ଏବଂ ଏହି ଡ୍ୟାନ୍ସ ମୁଭ୍‌ ଏବେ ସମସ୍ତଙ୍କୁ ଆକର୍ଷିତ କରୁଛି।

ସିନ୍ଧୁଙ୍କ ଏହି ଭିଡିଓରେ ଅଭିନେତ୍ରୀ ଲକ୍ଷ୍ମୀ ମଞ୍ଚୁ ଏବଂ ପ୍ରସିଦ୍ଧ ଫଟୋଗ୍ରାଫର ଡବୁ ରତ୍‌ନାନୀ ମଧ୍ୟ କମେଣ୍ଟ କରିଛନ୍ତି। କେବଳ ସେତିକି ନୁହେଁ ତାଙ୍କ ଫ୍ୟାନ୍‌ମାନଙ୍କ ହଜାର ହଜାର ମଜାଦାର କମେଣ୍ଟ ମଧ୍ୟ ଆସିଛି। ଏହି ଭିଡିଓକୁ ୬ଲକ୍ଷରୁ ବି ଅଧିକ ଲାଇକ୍ସ ମିଳିସାରିଲାଣି।

୨୬ ବର୍ଷୀୟ ପି.ଭି ସିନ୍ଧୁ ୨୦୧୬ ରେ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ବେଳେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାତେଇଥିଲେ। ଏସିୟାନ ଗେମ୍ସରେ ମଧ୍ୟ ଲଗାତର ଦୁଇ ଥର ପଦକ ହାସଲ କରିସାରିଛନ୍ତି। କେବଳ ସେତିକି ନୁହେଁ ତାଙ୍କୁ ନିକଟରେ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ ମଧ୍ୟ କରାଯାଇଛି।

View this post on Instagram

A post shared by Sindhu Pv (@pvsindhu1)

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story