ମକାଉ ଓପନ୍ ଫାଇନାଲ ଜିତିଲେ ପିଭି ସିନ୍ଧୁ

ମକାଉ: ତୃତୀୟ ଥର ପାଇଁ ମକାଉ ଓପନ୍ ଗ୍ରାଁ ପ୍ରି ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ମହିଳା ଏକକ ଫାଇନାଲ ଜିତିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ। ରବିବାର ଖେଳାଯାଇଥିବା ୧ଲକ୍ଷ ୨୦ହଜାର ଆମେରିକୀୟ ଡଲାର ବିଶିଷ୍ଟ ଏହି ଚାମ୍ପଅନସିପରେ ଜାପାନର ମିନାଶୁ ମିଟାନିଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏକ ଘଣ୍ଟା ୬ ମିନିଟର ଏହି ମ୍ୟାଚରେ ସିନ୍ଧୁ ମିଟାନୁଙ୍କୁ ୨୧-୯, ୨୧-୨୩, ୨୧-୧୪ ସେଟରେ ପରାସ୍ତ କରିଥିଲେ। ସୂଚନାଯୋଗ୍ୟ ଗତକାଲି ଜାପାନର ଆକାନେ ୟାମାଗୁଚିଙ୍କୁ […]

pv sindu

Rakesh Mallick
  • Published: Sunday, 29 November 2015
  • , Updated: 29 November 2015, 11:07 AM IST

ମକାଉ: ତୃତୀୟ ଥର ପାଇଁ ମକାଉ ଓପନ୍ ଗ୍ରାଁ ପ୍ରି ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାର ମହିଳା ଏକକ ଫାଇନାଲ ଜିତିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ପିଭି ସିନ୍ଧୁ। ରବିବାର ଖେଳାଯାଇଥିବା ୧ଲକ୍ଷ ୨୦ହଜାର ଆମେରିକୀୟ ଡଲାର ବିଶିଷ୍ଟ ଏହି ଚାମ୍ପଅନସିପରେ ଜାପାନର ମିନାଶୁ ମିଟାନିଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଏକ ଘଣ୍ଟା ୬ ମିନିଟର ଏହି ମ୍ୟାଚରେ ସିନ୍ଧୁ ମିଟାନୁଙ୍କୁ ୨୧-୯, ୨୧-୨୩, ୨୧-୧୪ ସେଟରେ ପରାସ୍ତ କରିଥିଲେ।

ସୂଚନାଯୋଗ୍ୟ ଗତକାଲି ଜାପାନର ଆକାନେ ୟାମାଗୁଚିଙ୍କୁ ପରାସ୍ତ କରି ସିନ୍ଧୁ ଫାଇନାଲରେ ପ୍ରବେଶ କରିଥିଲେ।

Related story