ପ୍ରଥମ ଦିନିକିଆରେ ପୁଣି ବର୍ଷା ବାଧକ

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୫.୪ ଓଭରରେ ବିନା ୱିକେଟ୍ ହରାଇ ୯ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା, ଯେଉଁ କାରଣରୁ ମ୍ୟାଚକୁ ବନ୍ଦ କରାଯାଇଛି। ୱେଷ୍ଟଇଣ୍ଡିଜ ପକ୍ଷରୁ କ୍ରିସ୍ ଗେଲ୍ ଓ […]

pitch

pitch

Ranjit Kumar Jena
  • Published: Thursday, 08 August 2019
  • Updated: 08 August 2019, 09:44 PM IST

Sports

Latest News

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଏଠାରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁ ବାଧାପ୍ରାପ୍ତ ହୋଇଛି। ଏହି ମ୍ୟାଚରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ୱେଷ୍ଟଇଣ୍ଡିଜ୍ ୫.୪ ଓଭରରେ ବିନା ୱିକେଟ୍ ହରାଇ ୯ ରନ୍ କରିଥିବା ବେଳେ ବର୍ଷା ଆରମ୍ଭ ହୋଇଥିଲା, ଯେଉଁ କାରଣରୁ ମ୍ୟାଚକୁ ବନ୍ଦ କରାଯାଇଛି।

ୱେଷ୍ଟଇଣ୍ଡିଜ ପକ୍ଷରୁ କ୍ରିସ୍ ଗେଲ୍ ଓ ଏଭିନ୍ ଲୁଇସ୍ ଓପନ୍ କରିବାକୁ ଆସିଥିଲେ। ତେବେ ଦୁହେଁ ଭାରତୀୟ ପେସ୍ ଆକ୍ରମଣକୁ ସର୍ତକତାର ସହ ସାମ୍ନା କରିନଥିଲେ। ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମି ଘରୋଇ ଦଳର ଦୁଇ ଓପ୍ନରଙ୍କ ଶଟ୍ ଖେଳିବାକୁ କୌଣସି ସୁଯୋଗ ଦେଇନଥିଲେ। ଏହା ମଧ୍ୟରେ ଲୁଇସ୍ ଏକ ନିଶ୍ଚିତ ଏଲବିଡବ୍ଲ୍ୟୁରୁ ବର୍ତ୍ତିଯାଇଛନ୍ତି।

ଚତୁର୍ଥ ଓଭରରେ ଶାମିଙ୍କ ଏକ ବଲ୍ ଲୁଇସଙ୍କ ପ୍ୟାଡରେ ବାଜିଥିଲା। ଏ ନେଇ ଶାମି ଅପିଲ୍ କରିଥିଲେ ହେଁ, ଅମ୍ପାୟାର ଏହାକୁ ନାକଚ କରିଦେଇଥିଲେ। ତେବେ ପରେ ରିପ୍ଲେରେ ଦେଖିବାକୁ ମିଳିଲା ଯେ, ବଲଟି ସିଧା ଲେଗ୍ ଷ୍ଟମ୍ପରେ ଯାଇ ବାଜୁଛି। ଭାରତ ପାଖରେ ଡିଆରଏସ୍ ଉପଲବ୍ଧ ଥିଲେ ହେଁ, ଏହାକୁ ବ୍ୟବହାର କରିନଥିଲା। ଖେଳ ବନ୍ଦ ହେବା ବେଳକୁ ଗେଲ୍ ୩ ଓ ଲୁଇସ୍ ୪ ରନ୍ କରି ଅପରାଜିତ ଥିଲେ।

ଏହା ପୂର୍ବରୁ ବର୍ଷା ଯୋଗୁ ଟସ୍ ବିଳମ୍ବରେ ପଡ଼ିଥିଲା। ଭାରତୀୟ ସମୟ ଅନୁଯାୟୀ, ସନ୍ଧ୍ୟା ୬.୩୦ରେ ଟସ୍ ପଡ଼ିବାର ଥିଲା । କିନ୍ତୁ ପ୍ରୋଭିଡେନ୍ସରେ ସକାଳେ ଅଳ୍ପ ବର୍ଷା ଯୋଗୁ ମ୍ୟାଚ୍ ଆରମ୍ଭ ହୋଇପାରିନଥିଲା। ଏହିପରି ଭାବେ ପ୍ରାୟ ଦୁଇଘଣ୍ଟା ପରେ ମ୍ୟାଚ୍ ଆରମ୍ଭ ହୋଇଥିଲା। ଫଳରେ ମ୍ୟାଚକୁ ୪୩ ଓଭର ବିଶିଷ୍ଟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଆଜି ଭାରତୀୟ ଟିମରେ କିଛି ପରିବର୍ତ୍ତନ କରାଯାଇଛି। ବିଶ୍ୱକପରେ ଆହତ କାରଣରୁ ବାଦ୍ ପଡ଼ିଥିବା ଶିଖର ଧୱନ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଛନ୍ତି। ତେବେ ତାଙ୍କ ସ୍ଥାନରେ ବିଶ୍ୱକପରେ ରୋହିତ୍ ଶର୍ମାଙ୍କ ସହ ଓପନ୍ କରିଥିବା ଲୋକେଶ ରାହୁଲଙ୍କୁ ବାହାରେ ବସିବାକୁ ପଡ଼ିଛି। ତେବେ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟରଙ୍କୁ ଚତୁର୍ଥ ସ୍ଥାନରେ ସୁଯୋଗ ମିଳିଛି। ସେହିପରି କେଦାର ଯାଦବଙ୍କ ଉପରେ ବିରାଟ୍ ଭରସା ଦେଖାଇଛନ୍ତି। ବିରାଟ୍ ଟିମରେ ତିନିଜଣ ପେସର୍ ଯଥା ଭୁବନେଶ୍ୱର କୁମାର, ମହମ୍ମଦ ଶାମି ଓ ଖଲୀଲ ଅହମ୍ମଦଙ୍କୁ ସାମିଲ୍ କରିଛନ୍ତି। ଦୁଇ ସ୍ପିନର୍ ଭାବେ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ୍ ସ୍ଥାନ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story