ରାଜୀବଗାନ୍ଧୀ ରାଜ୍ୟ ସ୍ତରୀୟ ଗ୍ରାମାଞ୍ଚଳ କ୍ରୀଡା ପ୍ରତିଯୋଗିତା ଉଦଯାପିତ

ଭୁବନେଶ୍ୱର: ରାଜୀବଗାନ୍ଧୀ ରାଜ୍ୟ ସ୍ତରୀୟ ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଛି। ୪ଦିନ ଧରି ଭୁବନେଶ୍ୱରରେ ଚାଲିଥିବା ଏହି ପ୍ରତିଯୋଗିତାର ଆଥଲେଟିକ୍ସ ବିଭାଗରେ ଉଭୟ ବାଳକ ଓ ବାଳିକା ବର୍ଗରେ ସୁନ୍ଦରଗଡ଼ ଚାମ୍ପିୟନ ହୋଇଛି। ସେହିପରି ଭାରୋତ୍ତୋଳନରେ ଗଂଜାମ ଜିଲ୍ଲା ଉଭୟ ବର୍ଗରେ ଟାଇଟଲ ହାସଲ କରିଛି। ସେପଟେ ଖୋ-ଖୋରେ ବାଲେଶ୍ୱର ଜିଲ୍ଲା ଉଭୟ ବର୍ଗରେ ଟାଇଟେଲ ହାତେଇଛି। ସେହିପରି କବାଡ଼ି ବାଳକ ବର୍ଗରେ ଯାଜପୁର, ବାଳିକାରେ ଅନୁଗୋଳ, ଭଲିବଲ ବାଳକ ଇଭେଣ୍ଟରେ ଯାଜପୁର ଏବଂ ବାଳିକାରେ […]

soprts

Rakesh Mallick
  • Published: Thursday, 31 December 2015
  • , Updated: 31 December 2015, 03:00 PM IST

ଭୁବନେଶ୍ୱର: ରାଜୀବଗାନ୍ଧୀ ରାଜ୍ୟ ସ୍ତରୀୟ ଗ୍ରାମାଞ୍ଚଳ କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଛି। ୪ଦିନ ଧରି ଭୁବନେଶ୍ୱରରେ ଚାଲିଥିବା ଏହି ପ୍ରତିଯୋଗିତାର ଆଥଲେଟିକ୍ସ ବିଭାଗରେ ଉଭୟ ବାଳକ ଓ ବାଳିକା ବର୍ଗରେ ସୁନ୍ଦରଗଡ଼ ଚାମ୍ପିୟନ ହୋଇଛି। ସେହିପରି ଭାରୋତ୍ତୋଳନରେ ଗଂଜାମ ଜିଲ୍ଲା ଉଭୟ ବର୍ଗରେ ଟାଇଟଲ ହାସଲ କରିଛି। ସେପଟେ ଖୋ-ଖୋରେ ବାଲେଶ୍ୱର ଜିଲ୍ଲା ଉଭୟ ବର୍ଗରେ ଟାଇଟେଲ ହାତେଇଛି। ସେହିପରି କବାଡ଼ି ବାଳକ ବର୍ଗରେ ଯାଜପୁର, ବାଳିକାରେ ଅନୁଗୋଳ, ଭଲିବଲ ବାଳକ ଇଭେଣ୍ଟରେ ଯାଜପୁର ଏବଂ ବାଳିକାରେ ମାଲକାନାଗିରି ଟାଇଟଲ ହାସଲ କରିଛନ୍ତି।

Related story